ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଫେବୃୟାରୀ ପୃଷ୍ଠା ୬
  • ଜୀତ ବୃକ୍ଷର ଦୃଷ୍ଟାନ୍ତ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଜୀତ ବୃକ୍ଷର ଦୃଷ୍ଟାନ୍ତ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଫେବୃୟାରୀ ପୃଷ୍ଠା ୬

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ରୋମୀୟ ୯-୧୧

ଜୀତ ବୃକ୍ଷର ଦୃଷ୍ଟାନ୍ତ

୧୧:୧୬-୨୬

ଜୀତ ବୃକ୍ଷର ଭିନ୍ନ ଭିନ୍ନ ଭାଗ କେଉଁ କଥାଗୁଡ଼ିକୁ ଦର୍ଶାଏ?

ରୋମୀୟ ୧୧ ଅଧୟରେ କୁହାଯାଇବା ଲାକ୍ଷଣିକ ଜୀତ ବୃକ୍ଷ
  • ବୃକ୍ଷ: ବୃକ୍ଷ ଦର୍ଶାଏ ଯେ ଈଶ୍ୱର ଅବ୍ରହାମଙ୍କୁ କରିଥିବା ଚୁକ୍ତି ସହ ଜଡ଼ିତ ଉଦ୍ଦେଶ୍ୟ କିପରି ପୂରଣ କଲେ

  • ଗଣ୍ଡି: ଯୀଶୁଙ୍କୁ ଦର୍ଶାଏ, ଯିଏ ଅବ୍ରହାମଙ୍କ ବଂଶର ପ୍ରଥମ ଭାଗ

  • ଶାଖାଗୁଡ଼ିକ: ଏପରି ସମସ୍ତ ଲୋକଙ୍କୁ ଦର୍ଶାଏ, ଯେଉଁମାନେ ଅବ୍ରହାମଙ୍କ ବଂଶର ଦ୍ୱିତୀୟ ଭାଗ

  • “ଉଚ୍ଛିନ୍ନ” ହୋଇଥିବା ଶାଖାଗୁଡ଼ିକ: ଜନ୍ମଗତ ଯିହୁଦୀମାନଙ୍କୁ ଦର୍ଶାଏ, ଯେଉଁମାନେ ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କଲେ

  • ‘କଲମ କରାଯାଇଥିବା’ ଶାଖାଗୁଡ଼ିକ: ସବୁ ରାଷ୍ଟ୍ରରୁ ଆସିଥିବା ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଦର୍ଶାଏ

ଠିକ୍‌ ଯେପରି ଭବିଷ୍ୟତବାଣୀ କରାଯାଇଥିଲା, ଅବ୍ରହାମଙ୍କ ବଂଶ ଅର୍ଥାତ୍‌ ଯୀଶୁ ଖ୍ରୀଷ୍ଟ ଓ ୧,୪୪,୦୦୦ ଜଣ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ଯୋଗୁଁ “ପୃଥିବୀସ୍ଥ ସମସ୍ତ ଜାତି” ଆଶୀର୍ବାଦ ପାଇବେ ।—ଆଦି ୨୨:୧୮; ରୋମୀ ୧୧:୧୨

ଯିହୋବା ଅବ୍ରହାମଙ୍କ ବଂଶ ସହ ଜଡ଼ିତ ଉଦ୍ଦେଶ୍ୟକୁ ଯେଭଳି ଭାବେ ପୂରଣ କଲେ, ସେଥିରୁ ମୁଁ ଯିହୋବାଙ୍କ ବିଷୟରେ କʼଣ ଶିଖେ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ