୨୫ ଫେବୃୟାରୀ–୩ ମାର୍ଚ୍ଚ
ରୋମୀୟ ୯-୧୧
ଗୀତ ୨୫ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଜୀତ ବୃକ୍ଷର ଦୃଷ୍ଟାନ୍ତ”: (୧୦ ମି.)
ରୋମୀ ୧୧:୧୬—ରୋପଣ କରାଯାଇଥିବା ଜୀତ ବୃକ୍ଷ ଦେଖାଏ ଯେ ଈଶ୍ୱର ଅବ୍ରହାମଙ୍କୁ କରିଥିବା ଚୁକ୍ତି ସହ ଜଡ଼ିତ ଉଦ୍ଦେଶ୍ୟ କିପରି ପୂରଣ ହେଲା (ପ୍ର୧୧-ହି ୫/୧୫ ୨୩ ¶୧୩)
ରୋମୀ ୧୧:୧୭, ୨୦, ୨୧—ଲାକ୍ଷଣିକ ଜୀତ ବୃକ୍ଷରେ ଯେଉଁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କର କଲମ କରାଯାଇଛି, ସେମାନଙ୍କୁ ନିଜ ବିଶ୍ୱାସକୁ ପ୍ରମାଣିତ କରିବା ଜାରି ରଖିବା ଉଚିତ୍ (ପ୍ର୧୧-ହି ୫/୧୫ ୨୪ ¶୧୫)
ରୋମୀ ୧୧:୨୫, ୨୬—ଯେଉଁମାନେ ଈଶ୍ୱରଙ୍କ ଇସ୍ରାଏଲର ସଦସ୍ୟ ଅଟନ୍ତି, ସେସମସ୍ତେ “ପରିତ୍ରାଣ ପାଇବେ” (ପ୍ର୧୧-ହି ୫/୧୫ ୨୫ ¶୧୯)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ରୋମୀ ୯:୨୧-୨୩—ଆମେ ମହାନ କୁମ୍ଭାର ଯିହୋବାଙ୍କ ହାତରେ ଗଢ଼ାଯିବା ପାଇଁ କାହିଁକି ପ୍ରସ୍ତୁତ ରହିବା ଉଚିତ୍? (ପ୍ର୧୩-ହି ୬/୧୫ ୨୫ ¶୫)
ରୋମୀ ୧୦:୨—ଆମେ କାହିଁକି ନିଶ୍ଚିତ ହେବା ଉଚିତ୍ ଯେ ଆମ ଉପାସନା ସଠିକ୍ ଜ୍ଞାନ ଅନୁଯାୟୀ ହେବା ଉଚିତ୍? (ଇନସାଇଟ୍-୧ ୧୨୬୦ ¶୨)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ରୋମୀ ୧୦:୧-୧୫ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।
ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୬)
ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବିଭାଗରେ ଦ୍ୱିତୀୟ ପୁନଃସାକ୍ଷାତ ପାଇଁ ଦିଆଯାଇଥିବା ପରାମର୍ଶକୁ ଆପଣାଇ କଥା ଆରମ୍ଭ କରନ୍ତୁ । ତାʼପରେ ଆମକୁ ଶିଖାଏ ବହିରୁ ବାଇବଲ ଅଧ୍ୟୟନ ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ଉନ୍ନତି ନ କରୁଥିବା ବିଦ୍ୟାର୍ଥୀଙ୍କ ଅଧ୍ୟୟନ ବନ୍ଦ କରନ୍ତୁ”: (୧୫ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧ ¶୧-୫, ପୃ ୩-୭
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୫୬ ଏବଂ ପ୍ରାର୍ଥନା