ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ମାର୍ଚ୍ଚ ପୃଷ୍ଠା ୨
  • ୪-୧୦ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୪-୧୦ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ମାର୍ଚ୍ଚ ପୃଷ୍ଠା ୨

୪-୧୦ ମାର୍ଚ୍ଚ

ରୋମୀୟ ୧୨-୧୪

  • ଗୀତ ୧୦୬ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଖ୍ରୀଷ୍ଟୀୟ ପ୍ରେମର ଅର୍ଥ କʼଣ?”: (୧୦ ମି.)

    • ରୋମୀ ୧୨:୧୦—ଭାଇଭଉଣୀଙ୍କ ପ୍ରତି ସ୍ନେହଶୀଳ ହୁଅନ୍ତୁ (ଇନସାଇଟ୍‌-୧ ୫୫)

    • ରୋମୀ ୧୨:୧୭-୧୯—ଯଦି କେହି ଆପଣଙ୍କ ଅନିଷ୍ଟ କରେ, ତେବେ ତାʼର ପ୍ରତିଶୋଧ ନିଅନ୍ତୁ ନାହିଁ (ପ୍ର୦୯-ହି ୧୦/୧୫ ୮ ¶୩; ପ୍ର୦୭-ହି ୭/୧ ୨୫-୨୬ ¶୧୨-୧୩)

    • ରୋମୀ ୧୨:୨୦, ୨୧—ଭଲ କାମ କରି ମନ୍ଦ ଉପରେ ଜୟଲାଭ କରନ୍ତୁ (ପ୍ର୧୨-ହି ୧୧/୧୫ ୨୯ ¶୧୩)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ରୋମୀ ୧୨:୧—ଏହି ପଦର ଅର୍ଥ କʼଣ? [ପ୍ରେମରେ ସ୍ଥିର (ହିନ୍ଦୀ) ୭୬-୭୭ ¶୫-୬]

    • ରୋମୀ ୧୩:୧—ଉଚ୍ଚ ଅଧିକାରୀମାନେ “ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ ।” ଏହାର ଅର୍ଥ କʼଣ? (ପ୍ର୦୮-ହି ୬/୧୫ ୩୧ ¶୪)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ରୋମୀ ୧୩:୧-୧୪ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ: (୧୦ ମି.) ଆଲୋଚନା । ପ୍ରଶ୍ନର ବ୍ୟବହାର କରିବା ଭିଡିଓ ଦେଖାନ୍ତୁ । ତାʼପରେ ଶିଖାଇବା ପୁସ୍ତିକାର ଅଧ୍ୟୟନ ୩ ଉପରେ ଆଲୋଚନା କରନ୍ତୁ ।

  • ଭାଷଣ: (୫ ମି. କିମ୍ବା ତାʼଠାରୁ କମ୍‌) ପ୍ର୧୧-ଇଂ ୯/୧ ୨୧-୨୨—ବିଷୟବସ୍ତୁ: ଲୋକେ ଦେଉଥିବା କର ଯଦିଓ ବାଇବଲର ବିରୁଦ୍ଧରେ ହେଉଥିବା କାମରେ ବ୍ୟବହାର କରାଯାଏ, ତଥାପି ଖ୍ରୀଷ୍ଟିୟାନମାନେ କାହିଁକି କର ଦେବା ଉଚିତ୍‌? (ଶିଖାଇବା ଅଧ୍ୟୟନ ୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୭୭

  • ମଣ୍ଡଳୀର ଆବଶ୍ୟକତା: (୧୫ ମି.)

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧ ¶୬-୧୭, ଅଧିକ ବିବରଣୀ–୧

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ