ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜୁଲାଇ ପୃଷ୍ଠା ୩
  • “ପରସ୍ପରକୁ ସାନ୍ତ୍ୱନା ଦିଅ, ପୁଣି ପରସ୍ପରର ନିଷ୍ଠା ଜନ୍ମାଅ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ପରସ୍ପରକୁ ସାନ୍ତ୍ୱନା ଦିଅ, ପୁଣି ପରସ୍ପରର ନିଷ୍ଠା ଜନ୍ମାଅ”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ପରସ୍ପରକୁ କରୁ ଉତ୍ସାହିତ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଧୈର୍ଯ୍ୟ ଧରିବା ଓ ସାନ୍ତ୍ୱନା ପାଇବା ପାଇଁ ଯିହୋବାଙ୍କ ଉପରେ ନିର୍ଭର ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜୁଲାଇ ପୃଷ୍ଠା ୩
ଜଣେ ବୃଦ୍ଧା ଭଉଣୀ ଦୁଇ ଜଣ ଭଉଣୀଙ୍କୁ କଫି ଦେଉଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୧ ଥେସଲନୀକୀୟ ୧-୫

“ପରସ୍ପରକୁ ସାନ୍ତ୍ୱନା ଦିଅ, ପୁଣି ପରସ୍ପରର ନିଷ୍ଠା ଜନ୍ମାଅ”

୫:୧୧-୧୪

ପ୍ରତ୍ୟେକ ଖ୍ରୀଷ୍ଟିୟାନ ଅନ୍ୟମାନଙ୍କର ଉତ୍ସାହ ବଢ଼ାଇପାରିବ। ଉଦାହରଣ ପାଇଁ, ଖରାପ ସ୍ୱାସ୍ଥ୍ୟ କିମ୍ବା ଅନ୍ୟ ସମସ୍ୟାଗୁଡ଼ିକ ଯୋଗୁଁ ଆମେ ହୁଏତ “ଅତିଶୟ ପ୍ରାଣପଣେ” ଚେଷ୍ଟା କରି ସଭାଗୁଡ଼ିକରେ ଯାଉ ଏବଂ ଲୋକଙ୍କୁ ପ୍ରଚାର କରୁ, କିନ୍ତୁ ଆମକୁ ଦେଖି ଭାଇଭଉଣୀମାନଙ୍କ ଉତ୍ସାହ ବଢ଼ିଥାଏ। (୧ଥେସ ୨:୨) ଏହା ବ୍ୟତୀତ, କୌଣସି ନିରାଶ ଭାଇ କିମ୍ବା ଭଉଣୀଙ୍କୁ ଆମେ କʼଣ କହିବା, ତାʼ ବିଷୟରେ ଯଦି ଆମେ ପୂର୍ବରୁ ଚିନ୍ତା କରିବା ଏବଂ କିଛି ଗବେଷଣା କରିବା, ତେବେ ତାଙ୍କୁ ନିଜ କଥା ଦ୍ୱାରା ସାନ୍ତ୍ୱନା ଦେଇପାରିବା।

ଯଦି ଆପଣ ଏପରି ଜଣେ ଖ୍ରୀଷ୍ଟିୟାନଙ୍କ ଉତ୍ସାହ ବଢ଼ାଇବା ପାଇଁ ଚାହାନ୍ତି, ଯିଏ କୌଣସି ସମସ୍ୟାର ସାମନା କରୁଛନ୍ତି, ତେବେ ଆପଣଙ୍କୁ କେଉଁଠାରୁ ସାହାଯ୍ୟ ମିଳିପାରିବ ?

ଆପଣ ମଣ୍ଡଳୀରେ କାହାର ଉତ୍ସାହ ବଢ଼ାଇବାକୁ ଚାହାନ୍ତି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ