ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜୁଲାଇ ପୃଷ୍ଠା ୪
  • ୧୫-୨୧ ଜୁଲାଇ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୫-୨୧ ଜୁଲାଇ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜୁଲାଇ ପୃଷ୍ଠା ୪

୧୫-୨୧ ଜୁଲାଇ

୨ ଥେସଲନୀକୀୟ ୧-୩

  • ଗୀତ ୬୭ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଅଧର୍ମ ପୁରୁଷ ପ୍ରକାଶିତ ହେବ”: (୧୦ ମି.)

    • [୨ ଥେସଲନୀକୀୟ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ।]

    • ୨ଥେସ ୨:୬-୮—“ଅଧର୍ମ ପୁରୁଷ” ଯିଏ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ କରୁଅଛି, ପ୍ରକାଶିତ ହେବ (ଇନସାଇଟ୍‌-୧ ୯୭୨-୯୭୩)

    • ୨ଥେସ ୨:୯-୧୨—ଯେଉଁମାନେ “ଅଧର୍ମ ପୁରୁଷ” ଯୋଗୁଁ ଭ୍ରାନ୍ତ ହୋଇଯାଇଛନ୍ତି, ସେମାନଙ୍କୁ ଦଣ୍ଡ ମିଳିବ (ଇନସାଇଟ୍‌-୨ ୨୪୫ ¶୭)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ୨ଥେସ ୧:୬-୮—ଯୀଶୁ ଓ ସ୍ୱର୍ଗଦୂତମାନେ “ପ୍ରଜ୍ଜ୍ୱଳିତ ଅଗ୍ନି ସହ” ପ୍ରକାଶିତ ହେବାର ଅର୍ଥ କʼଣ ? (ଇନସାଇଟ୍‌-୧ ୮୩୪ ¶୫)

    • ୨ଥେସ ୨:୨—ଏ ପଦରେ “ଆତ୍ମା” [“ଏ କଥା ଈଶ୍ୱର ପ୍ରେରଣାରୁ ଜଣାପଡ଼ିଲା,” NW] ଶବ୍ଦର ଅର୍ଥ କʼଣ ? (ଇନସାଇଟ୍‌-୧ ୧୨୦୬ ¶୪)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ୨ଥେସ ୧:୧-୧୨ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।

  • ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। (ଶିଖାଇବା ଅଧ୍ୟୟନ ୬)

  • ପ୍ରଥମ ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ତାʼପରେ ଆମକୁ ଶିଖାଏ ବହି ବିଷୟରେ କୁହନ୍ତୁ। (ଶିଖାଇବା ଅଧ୍ୟୟନ ୧୨)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୬୧

  • କʼଣ ପ୍ରଚାର କାମରେ ଆପଣଙ୍କ ଉତ୍ସାହ କମିଯାଇଛି ?: (୧୫ ମି.) ନିଜ ସେବାରେ ସତେଜତା ଆଣନ୍ତୁ—କିପରି ? (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୭ ¶୧୧-୨୦, ଅଧିକ ବିବରଣୀ—୧୯

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୧୪୭ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ