ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଅଗଷ୍ଟ ପୃଷ୍ଠା ୭
  • ଈଶ୍ୱରଙ୍କ ବିଶ୍ରାମରେ ପ୍ରବେଶ କରିବାକୁ ଯତ୍ନ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱରଙ୍କ ବିଶ୍ରାମରେ ପ୍ରବେଶ କରିବାକୁ ଯତ୍ନ କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଯିହୋବା ସର୍ବଦା ନିଜ ପ୍ରତିଜ୍ଞା ପୂରଣ କରନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ଆପଣ କʼଣ ଲଗାତାର ଯିହୋବାଙ୍କର ସେବା କରୁଛନ୍ତି?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • “ତୁମ୍ଭେମାନେ ପବିତ୍ର ହୁଅ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ଯିହୋବା ପୃଥିବୀରେ ଜୀବନର ଆରମ୍ଭ କରନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଅଗଷ୍ଟ ପୃଷ୍ଠା ୭
ପାରଦୀଶରେ ଏକ ଦମ୍ପତି ସୂର୍ଯ୍ୟାସ୍ତକୁ ଦେଖୁଛନ୍ତି ଏବଂ ଅନ୍ୟମାନେ ମିଶି ଭୋଜନ କରୁଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଏବ୍ରୀ ୪-୬

ଈଶ୍ୱରଙ୍କ ବିଶ୍ରାମରେ ପ୍ରବେଶ କରିବାକୁ ଯତ୍ନ କରନ୍ତୁ

୪:୧୧

ଯିହୋବା ନିଜ ସଂଗଠନ ଜରିଆରେ ନିଜ ଉଦ୍ଦେଶ୍ୟ ବିଷୟରେ ଯାହା ଜଣାନ୍ତି, ତାʼ ଅନୁଯାୟୀ କାମ କରିବା ଦ୍ୱାରା ଆମେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିପାରିବା। ଆମେ ନିଜକୁ ପଚାରିବା ଉଚିତ୍‌: ‘ଯେତେବେଳେ ମତେ କିଛି ପରାମର୍ଶ ଦିଆଯାଏ, ମୁଁ କିପରି ମନୋଭାବ ଦେଖାଏ ? ଯେତେବେଳେ କୌଣସି ଶାସ୍ତ୍ରପଦ ବିଷୟରେ ଆମ ଜ୍ଞାନରେ କିଛି ପରିବର୍ତ୍ତନ ହୁଏ, ମୁଁ କିପରି ପ୍ରତିକ୍ରିୟା ଦେଖାଏ ?’

ମୁଁ ଜୀବନରେ କେଉଁ କେଉଁ ପରୀକ୍ଷାର ସାମନା କରେ, ଯାହାଫଳରେ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା ମୋ ପାଇଁ କଷ୍ଟକର ହୁଏ ?

ଦୁଇ ଜଣ ଭାଇ ଜଣେ ଭଉଣୀଙ୍କୁ ବାଇବଲରୁ ପରାମର୍ଶ ଦେଉଛନ୍ତି; ଜଣେ ଭାଇ ବ୍ୟକ୍ତିଗତ ଅଧୟନ କରୁଛନ୍ତି ଏବଂ ଶାସ୍ତ୍ରପଦ ବିଷୟରେ ଆମ ଜ୍ଞାନରେ ହୋଇବା ପରିବର୍ତ୍ତନ ତି ଧନ ଦେଉଛନ୍ତି
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ