ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଫେବୃୟାରୀ ପୃଷ୍ଠା ୮
  • ଯିହୋବା ସର୍ବଦା ନିଜ ପ୍ରତିଜ୍ଞା ପୂରଣ କରନ୍ତି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ସର୍ବଦା ନିଜ ପ୍ରତିଜ୍ଞା ପୂରଣ କରନ୍ତି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ନୂଆ ଦୁନିଆ​—ଯିହୋବାଙ୍କ ଏହି ପ୍ରତିଜ୍ଞା ଉପରେ କିପରି ବିଶ୍ୱାସ ବଢ଼ାଇପାରିବା ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • “ଆମ୍ଭେ ଫାରୋ ପ୍ରତି ଯାହା କରିବା, ତାହା ତୁମ୍ଭେ ଏବେ ଦେଖିବ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଫେବୃୟାରୀ ପୃଷ୍ଠା ୮
ସାରା ଗର୍ଭବତୀ ହେଲେ; ସାରା ଇସ୍‌ହାକଙ୍କ ସହ ଅଛନ୍ତି ଏବଂ ଦୁହେଁ ହାଗାର ଏବଂ ଇଶ୍ମାଏଲଙ୍କୁ ନ୍ତରକୁ ଚାଲି ଯାଉଥିବାର ଦେଖୁଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୨୦-୨୧

ଯିହୋବା ସର୍ବଦା ନିଜ ପ୍ରତିଜ୍ଞା ପୂରଣ କରନ୍ତି

୨୧:୧-୩, ୫-୭, ୧୦-୧୨, ୧୪

ଯିହୋବା ଅବ୍ରହାମ ଓ ସାରାଙ୍କୁ ଏକ ପୁତ୍ର ଦେଇ ସେମାନଙ୍କ ବିଶ୍ୱାସର ସେମାନଙ୍କୁ ପୁରସ୍କାର ଦେଲେ । ଆଗକୁ ଯାଇ ସେମାନଙ୍କ ଜୀବନରେ ଏକ କଠିନ ପରୀକ୍ଷା ଆସିଲା । ସେତେବେଳେ ମଧ୍ୟ ସେମାନେ ଯିହୋବାଙ୍କ ଆଜ୍ଞା ପାଳନ କଲେ । ଏହିପରି ଭାବେ ସେମାନେ ଦେଖାଇଲେ ଯେ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକ ଉପରେ ସେମାନଙ୍କର କେତେ ଗଭୀର ବିଶ୍ୱାସ ଥିଲା !

କଠିନ ପରିସ୍ଥିତିରେ ମୁଁ କିପରି ଦେଖାଇପାରିବି ଯେ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକ ଉପରେ ମୁଁ ସମ୍ପୂର୍ଣ୍ଣ ଭରସା କରେ? ମୁଁ ନିଜ ବିଶ୍ୱାସ ବଢ଼ାଇବା ପାଇଁ ଆଉ କʼଣ କରିପାରିବି ?

ଚିତସମୂହ: ୧. ଡାକ୍ତରଖାନାରେ ଜଣେ ଭଉଣୀ ଡାକ୍ତରଙ୍କୁ କଛନ୍ତି ଯେ ସେ କାହିକି ରକ୍ତ ନେବେ ନାହି-.୩୫୩୫ ଏବଂ ତାଙ୍କ ପତି ଓ ଝିଅ ଦେଖୁଛନ୍ତି । ୨. ଭାଇଭଉଣୀମାନଙ୍କ ଏକ ଛୋଟ ସମୂହ ସଭା ପାଇଁ ଗୋଟିଏ ଘରେ ଏକତୀତ ହୋଇଛନ୍ତି ଏବଂ ପୋଲିସମାନେ ଅସ୍ତ୍ରଶସ୍ତ୍ର ନେଇ ଆସିଛନ୍ତି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ