ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ସେପ୍ଟେମ୍ବର ପୃଷ୍ଠା ୨
  • ୨-୮ ସେପ୍ଟେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨-୮ ସେପ୍ଟେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ସେପ୍ଟେମ୍ବର ପୃଷ୍ଠା ୨

୨-୮ ସେପ୍ଟେମ୍ବର

ଏବ୍ରୀ ୭-୮

  • ଗୀତ ୧୬ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ମଲ୍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ”: (୧୦ ମି.)

    • ଏବ୍ରୀ ୭:୧, ୨—ରାଜା ଓ ଯାଜକ ମଲ୍କୀଷେଦକ, ଅବ୍ରହାମଙ୍କୁ ସାକ୍ଷାତ କଲେ ଏବଂ ତାଙ୍କୁ ଆଶୀର୍ବାଦ କଲେ (ଇନସାଇଟ୍‌-୨ ୩୬୬)

    • ଏବ୍ରୀ ୭:୩—ମଲ୍କୀଷେଦକଙ୍କ “ବଂଶାବଳୀ” ବିଷୟରେ ‘କିଛି ଜଣା ନ ଥିଲା’ ଏବଂ ସେ “ଅନନ୍ତକାଳୀନ ଯାଜକ ହୋଇ ରହିଅଛନ୍ତି” (ଇନସାଇଟ୍‌-୨ ୩୬୭ ¶୪)

    • ଏବ୍ରୀ ୭:୧୭—ଯୀଶୁ “ମଲ୍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ” ଅଟନ୍ତି (ଇନସାଇଟ୍‌-୨ ୩୬୬)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଏବ୍ରୀ ୮:୩—ମୋଶାଙ୍କ ନିୟମ ଅନୁସାରେ ଦାନ ଓ ବଳି ଦେବା ମଧ୍ୟରେ କʼଣ ପାର୍ଥକ୍ୟ ଥିଲା ? (ପ୍ର୦୦-ହି ୮/୧୫ ୧୪ ¶୧୧)

    • ଏବ୍ରୀ ୮:୧୩—ଯିରିମୀୟଙ୍କ ଦିନରେ ମୋଶାଙ୍କ ନିୟମ କିପରି “ପୁରାତନ” ହୋଇଗଲା ? (ଇନସାଇଟ୍‌-୧ ୫୨୩ ¶୫)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଏବ୍ରୀ ୭:୧-୧୭ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ: (୧୦ ମି.) ଆଲୋଚନା।  ଶିଖାଇବା ସମୟରେ ଜିନିଷଗୁଡ଼ିକ ଦେଖାଇବା  ଭିଡିଓ ଦେଖାନ୍ତୁ। ତାʼପରେ  ଶିଖାଇବା  ପୁସ୍ତିକାର ଅଧ୍ୟୟନ ୯ ଉପରେ ଆଲୋଚନା କରନ୍ତୁ।

  • ଭାଷଣ: (୫ ମି. କିମ୍ବା ତାʼଠାରୁ କମ୍‌) ଇନସାଇଟ୍‌-୧ ୫୨୪ ¶୩-୫—ବିଷୟବସ୍ତୁ: ନୂତନ ନିୟମ କʼଣ ? (ଶିଖାଇବା  ଅଧ୍ୟୟନ ୭)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୨୪

  • ସଂଗଠନକୁ ମିଳିଥିବା ସଫଳତା: (୧୫ ମି.) ସେପ୍ଟେମ୍ବର ମାସରେ  ସଂଗଠନକୁ ମିଳିଥିବା ସଫଳତା  ଭିଡିଓ ଦେଖାନ୍ତୁ। ବିଶ୍ୱ ମୁଖ୍ୟାଳୟ କିମ୍ବା ଆପଣଙ୍କ ଶାଖା କାର୍ଯ୍ୟାଳୟ ଟୁର୍‌ କରିବା ପାଇଁ ସମସ୍ତଙ୍କୁ ପ୍ରୋତ୍ସାହିତ କରନ୍ତୁ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ  ଅଧ୍ୟା ୯ ¶୧୫-୧୮, ପୃ ୧୦୩-୧୦୪

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୧୨୬ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ