ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଏବ୍ରୀ ୧୧
ବିଶ୍ୱାସ କାହିଁକି ଜରୁରୀ
୧୧:୧, ୬, ୩୩-୩୮
ଆପଣଙ୍କ ମଜବୁତ୍ ବିଶ୍ୱାସ ତଳେ ଦିଆଯାଇଥିବା ପରିସ୍ଥିତିଗୁଡ଼ିକର ସାମନା କରିବା ପାଇଁ କିପରି ସାହାଯ୍ୟ କରିପାରିବ ?
ଯେବେ ସଂଗଠନରୁ ଆପଣଙ୍କୁ ଏକ କଠିନ ଦାୟିତ୍ୱ ମିଳେ।—ଏବ୍ରୀ ୧୧:୮-୧୦
ଯେବେ ଆପଣଙ୍କ କୌଣସି ଆତ୍ମୀୟଙ୍କ ମୃତ୍ୟୁ ହୋଇଯାଏ।—ଏବ୍ରୀ ୧୧:୧୭-୧୯
ଯେବେ ସରକାରୀ ଅଧିକାରୀମାନେ ଆପଣଙ୍କ ଉପାସନା ଉପରେ କଟକଣା ଜାରି କରନ୍ତି।—ଏବ୍ରୀ ୧୧:୨୩-୨୬