ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଅକ୍ଟୋବର ପୃଷ୍ଠା ୩
  • ଯୀଶୁଙ୍କ ଭଳି କରୁଣା ଦେଖାନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁଙ୍କ ଭଳି କରୁଣା ଦେଖାନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ଲୋକମାନଙ୍କୁ ସହାନୁଭୂତି ଦେଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଅକ୍ଟୋବର ପୃଷ୍ଠା ୩

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋହନ ୧୧–୧୨

ଯୀଶୁଙ୍କ ଭଳି କରୁଣା ଦେଖାନ୍ତୁ

ମାର୍ଥା କଛନ୍ତି ଯେ ଲାଜାର ମରିଯାଇଛନ୍ତି, ଯୀଶୁ କାନ୍ଦୁଛନ୍ତି

୧୧:୨୩-୨୬, ୩୩-୩୫, ୪୩, ୪୪

ଯୀଶୁ ଖ୍ରୀଷ୍ଟ ଲୋକମାନଙ୍କୁ ଯେଭଳି କରୁଣା ଓ ସହାନୁଭୂତି ଦେଖାଇଲେ, ତାହା କାହିଁକି ଉଲ୍ଲେଖନୀୟ ଥିଲା?

  • ଏହା ସତ ଯେ ଅନ୍ୟମାନେ ଯେଭଳି ପରିସ୍ଥିତିର ସାମନା କରିଥିଲେ, ଯୀଶୁ ତାହା ସାମନା କରି ନ ଥିଲେ, ତଥାପି ସେ ସେମାନଙ୍କ ଜାଗାରେ ନିଜକୁ ରଖି ସେମାନଙ୍କର ଦୁଃଖ ଅନୁଭବ କରିପାରୁଥିଲେ

  • ସେ ମନଖୋଲି ନିଜ ଭାବନାଗୁଡ଼ିକୁ ପ୍ରକାଶ କରିବାରେ ସଙ୍କୋଚ କରୁ ନ ଥିଲେ

  • ସେ ନିଜେ ଆଗଭର ହୋଇ ସାହାଯ୍ୟ ଆବଶ୍ୟକ କରୁଥିବା ଲୋକମାନଙ୍କୁ ସାହାଯ୍ୟ କରୁଥିଲେ

ଜଣେ ଦ୍ଧା ଭଉଣୀ ଏକ ଭଉଣୀଙ୍କୁ ସାନ୍ତନା ଦେଉଛନ୍ତି

ମୁଁ କେଉଁ କେଉଁ ଉପାୟରେ ଅନ୍ୟମାନଙ୍କ ଭାବନାଗୁଡ଼ିକୁ ଧ୍ୟାନରେ ରଖିପାରିବି?

ସାହାଯ୍ୟ ଆବଶ୍ୟକ କରୁଥିବା ଲୋକମାନଙ୍କୁ ମୁଁ କିପରି ସାହାଯ୍ୟ କରିପାରିବି?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ