ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ସେପ୍ଟେମ୍ବର ପୃଷ୍ଠା ୫
  • ୨୩-୨୯ ସେପ୍ଟେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୩-୨୯ ସେପ୍ଟେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ସେପ୍ଟେମ୍ବର ପୃଷ୍ଠା ୫

୨୩-୨୯ ସେପ୍ଟେମ୍ବର

ଏବ୍ରୀ ୧୨-୧୩

  • ଗୀତ ୮୮ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଅନୁଶାସନ—ଯିହୋବାଙ୍କ ପ୍ରେମର ପ୍ରମାଣ”: (୧୦ ମି.)

    • ଏବ୍ରୀ ୧୨:୫—ଯେବେ ଅନୁଶାସନ ମିଳେ, ନିରାଶ ହୁଅନ୍ତୁ ନାହିଁ (ପ୍ର୧୨-ହି ୩/୧୫ ୨୯ ¶୧୮)

    • ଏବ୍ରୀ ୧୨:୬, ୭—ଯିହୋବା ଯାହାକୁ ପ୍ରେମ କରନ୍ତି, ତାକୁ ଅନୁଶାସନ ଦିଅନ୍ତି (ପ୍ର୧୨-ଇଂ ୭/୧ ୨୧ ¶୩)

    • ଏବ୍ରୀ ୧୨:୧୧—ଅନୁଶାସନ ମିଳିଲେ ବେଳେ ବେଳେ ଦୁଃଖ ଲାଗେ, ତଥାପି ଏହା ଆମକୁ ଜଣେ ଭଲ ଖ୍ରୀଷ୍ଟିୟାନ ହେବାରେ ସାହାଯ୍ୟ କରେ (ପ୍ର୧୮.୦୩-ହି ୩୨ ¶୧୮)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଏବ୍ରୀ ୧୨:୧—“ବୃହତ୍‌ ମେଘ ତୁଲ୍ୟ ସାକ୍ଷୀମାନଙ୍କ” ଉଦାହରଣରୁ ଆମକୁ କିପରି ପ୍ରୋତ୍ସାହନ ମିଳେ ? (ପ୍ର୧୧-ହି ୯/୧୫ ୧୭-୧୮ ¶୧୧)

    • ଏବ୍ରୀ ୧୩:୯—ଏ ପଦର ଅର୍ଥ କʼଣ? (ପ୍ର୯୦-ହି ୧/୧ ୨୨ ¶୧୦)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଏବ୍ରୀ ୧୨:୧-୧୭ (ଶିଖାଇବା  ଅଧ୍ୟୟନ ୧୧)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।

  • ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। (ଶିଖାଇବା  ଅଧ୍ୟୟନ ୨)

  • ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍‌) ପ୍ରେମରେ ସ୍ଥିର (ହିନ୍ଦୀ) ୩୯-୪୦ ¶୧୯ (ଶିଖାଇବା  ଅଧ୍ୟୟନ ୬)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୧୫

  • ଧୈର୍ଯ୍ୟ ଧରନ୍ତୁ . . . ନିଜ ଅସିଦ୍ଧତା ସତ୍ତ୍ୱେ: (୫ ମି.) ଭିଡିଓ (ହିନ୍ଦୀ) ଚଲାନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

    • ବାପ୍ତିସ୍ମ ପରେ ଭାଇ କାଜାରସ୍‌ଙ୍କର ସବୁଠାରୁ ବଡ଼ ସମସ୍ୟା କʼଣ ଥିଲା ?

    • ତାଙ୍କୁ କିପରି ଅନୁଶାସନ ମିଳିଲା ?

  • ମଣ୍ଡଳୀର ଆବଶ୍ୟକତା: (୧୦ ମି.)

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ  ଅଧ୍ୟା ୧୦ ¶୧୭-୧୯, ପୃ ୧୧୪-୧୧୫

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୭ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ