ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ସେପ୍ଟେମ୍ବର ପୃଷ୍ଠା ୫
  • ଅନୁଶାସନ​—⁠ଯିହୋବାଙ୍କ ପ୍ରେମର ପ୍ରମାଣ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅନୁଶାସନ​—⁠ଯିହୋବାଙ୍କ ପ୍ରେମର ପ୍ରମାଣ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଯିହୋବା ପ୍ରେମ କରୁଥିବାରୁ ଆମକୁ ସୁଧାରନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବାଙ୍କ ଅନୁଶାସନକୁ ସହଯୋଗ କରି ପ୍ରେମ ଦେଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ସେପ୍ଟେମ୍ବର ପୃଷ୍ଠା ୫

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଏବ୍ରୀ ୧୨-୧୩

ଅନୁଶାସନ—ଯିହୋବାଙ୍କ ପ୍ରେମର ପ୍ରମାଣ

୧୨:୫-୭, ୧୧

ଜଣେ ମା’ ନିଜ ଝିଅକୁ “ମହାନ ଶିକ୍ଷକଙ୍କଠାରୁ ଶିଖ” ନାମକ ବହିରୁ ପ ଶୁଣାଉଛନ୍ତି

ଅନୁଶାସନ କହିଲେ ତାଡ଼ନା, ସଂଶୋଧନ, ନିର୍ଦ୍ଦେଶ ଓ ଶିକ୍ଷାକୁ ବୁଝାଏ। ଯେପରି ଜଣେ ପ୍ରେମୀ ପିତା ନିଜ ପିଲାମାନଙ୍କୁ ଅନୁଶାସନ ଦିଅନ୍ତି, ସେହିପରି ଯିହୋବା ମଧ୍ୟ ଆମକୁ ଅନୁଶାସନ ଦେଇଥାʼନ୍ତି। ଆମେ ଯେଉଁ ମାଧ୍ୟମଗୁଡ଼ିକରେ ଅନୁଶାସନ ପାଉ, ସେଗୁଡ଼ିକ ହେଲା:

  • ବାଇବଲ ପଠନ, ବ୍ୟକ୍ତିଗତ ଅଧ୍ୟୟନ, ଚିନ୍ତନ ଓ ସଭା

  • ବିଶ୍ୱାସୀ ଭାଇଭଉଣୀଙ୍କଠାରୁ ମିଳୁଥିବା ପରାମର୍ଶ କିମ୍ବା ସଂଶୋଧନ

  • ଆମେ ନେଇଥିବା ଭୁଲ ନିଷ୍ପତ୍ତିର ପରିଣାମ

  • ନ୍ୟାୟିକ ସମିତି ଦ୍ୱାରା ସୁଧାରାଯିବା କିମ୍ବା ବହିଷ୍କାର କରାଯିବାର ବ୍ୟବସ୍ଥା

  • ଯିହୋବା ଆମ ଜୀବନରେ ଅନୁମତି ଦେଉଥିବା ପରୀକ୍ଷା କିମ୍ବା ଅତ୍ୟାଚାର  ।—ପ୍ର୧୫-ହି ୯/୧୫ ୨୧ ¶୧୩; ଇନସାଇଟ୍‌-୧ ୬୨୯

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ