ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଅକ୍ଟୋବର ପୃଷ୍ଠା ୩
  • ୧୪-୨୦ ଅକ୍ଟୋବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୪-୨୦ ଅକ୍ଟୋବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଅକ୍ଟୋବର ପୃଷ୍ଠା ୩

୧୪-୨୦ ଅକ୍ଟୋବର

୧ ପିତର ୧-୨

  • ଗୀତ ୨୯ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ତୁମ୍ଭେମାନେ ପବିତ୍ର ହୁଅ”: (୧୦ ମି.)

    • [୧ ପିତର ବହିର ପରିଚୟ  ନାମକ ଭିଡିଓ ଦେଖାନ୍ତୁ।]

    • ୧ପିତ ୧:୧୪, ୧୫—ଆମ ଅଭିଳାଷ ଓ ଆଚରଣ ପବିତ୍ର ହେବା ଉଚିତ୍‌ (ପ୍ର୧୭.୦୨-ହି ୯ ¶୫)

    • ୧ପିତ ୧:୧୬—ଆମେ ଆମ ପବିତ୍ର ଈଶ୍ୱରଙ୍କ ଭଳି ହେବା ଉଚିତ୍‌ [ପ୍ରେମରେ ସ୍ଥିର  (ହିନ୍ଦୀ) ୭୭ ¶୬]

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ୧ପିତ ୧:୧୦-୧୨—ଆମେ ଭାବବାଦୀ ଓ ସ୍ୱର୍ଗଦୂତମାନଙ୍କ ଭଳି କିପରି ଯତ୍ନବାନ ହୋଇପାରିବା ? (ପ୍ର୦୮-ହି ୧୧/୧୫ ୨୧ ¶୧୦)

    • ୧ପିତ ୨:୨୫—ସର୍ବୋପରିସ୍ଥ ଅଧ୍ୟକ୍ଷ କିଏ ? (ଇନସାଇଟ୍‌-୨ ୫୬୫ ¶୩)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ୧ପିତ ୧:୧-୧୬ (ଶିଖାଇବା  ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। (ଶିଖାଇବା  ଅଧ୍ୟୟନ ୧)

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ। (ଶିଖାଇବା  ଅଧ୍ୟୟନ ୩)

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ। (ଶିଖାଇବା  ଅଧ୍ୟୟନ ୯)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୨୮

  • ଯିହୋବାଙ୍କର ମିତ୍ର ହୁଅ—ନିଜ ଜିନିଷ ପରିଷ୍କାର ଓ ଭଲ ଭାବେ ରଖ: (୬ ମି.) ଭିଡିଓ ଚଲାନ୍ତୁ । ତାʼପରେ କିଛି ଛୋଟ ପିଲାଙ୍କୁ ମଞ୍ଚ ଉପରକୁ ଡାକନ୍ତୁ ଏବଂ ସେମାନଙ୍କୁ ପଚାରନ୍ତୁ: ଯିହୋବା କିପରି ସବୁ ଜିନିଷଗୁଡ଼ିକୁ ସଠିକ୍‌ ଜାଗାରେ ରଖିଛନ୍ତି ? ଜଳହସ୍ତୀ କିପରି ପରିଷ୍କାର ରହେ ? ତୁମେ ନିଜ ଘରକୁ ସଫାସୁତୁରା ରଖିବାରେ କାହିଁକି ସାହାଯ୍ୟ କରିବା ଉଚିତ୍‌ ?

  • “ଯିହୋବା ପରିଷ୍କାର ଓ ଶୁଦ୍ଧ ଲୋକଙ୍କୁ ପ୍ରେମ କରନ୍ତି”: (୯ ମି.) ଆଲୋଚନା।  ଈଶ୍ୱର ପରିଷ୍କାର ଓ ଶୁଦ୍ଧ ଲୋକଙ୍କୁ ପ୍ରେମ କରନ୍ତି  (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ  ଅଧ୍ୟା ୧୧ ¶୧୯-୨୧, ପୃ ୧୨୨-୧୨୩

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୧୪୩ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ