ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୧ ପିତର ୧-୨
“ତୁମ୍ଭେମାନେ ପବିତ୍ର ହୁଅ”
୧:୧୪-୧୬
ଯଦି ଆମେ ଚାହୁଁ ଯେ ଯିହୋବା ଆମର ଉପାସନା ସ୍ୱୀକାର କରନ୍ତୁ, ତେବେ ଆମେ ପବିତ୍ର ଓ ଶୁଦ୍ଧ ହେବା ଉଚିତ୍।
ଆମେ କିପରି ଶୁଦ୍ଧ ଭାବେ ଯିହୋବାଙ୍କ ଉପାସନା କରିପାରିବା ?
ଆମେ କିପରି ନିଜ ଚିନ୍ତାଧାରା ଓ ନିଜ କାମଗୁଡ଼ିକରେ ଶୁଦ୍ଧ ରହିପାରିବା ?
ଆମେ କିପରି ନିଜ ଶରୀର ଓ ପରିବେଶକୁ ସଫା ରଖିପାରିବା ?