ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୧ ଯୋହନ ୧-୫
ସଂସାର କିମ୍ବା ସେଥିର ବିଷୟଗୁଡ଼ିକୁ ପ୍ରେମ କରନ୍ତୁ ନାହିଁ
୨:୧୫-୧୭
ଶୟତାନ ଆମକୁ ସାଂସାରିକ ପ୍ରଲୋଭନଗୁଡ଼ିକ ମାଧ୍ୟମରେ ଯିହୋବାଙ୍କଠାରୁ ଦୂରେଇ ନେଇଯାଏ । ଆଗକୁ ଦିଆଯାଇଥିବା ଶୟତାନର ତିନୋଟି ପ୍ରଲୋଭନ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣ ଏଗୁଡ଼ିକ ବିଷୟରେ ଅନ୍ୟକୁ କିପରି ବୁଝାଇବେ ?
“ଶାରୀରିକ ଅଭିଳାଷ”
“ଚକ୍ଷୁର ଅଭିଳାଷ”
“ଲୌକିକ ଗର୍ବ”