ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଜାନୁୟାରୀ ପୃଷ୍ଠା ୪
  • ପ୍ରଥମ ମିଥ୍ୟାର ଭୟଙ୍କର ପରିଣତି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରଥମ ମିଥ୍ୟାର ଭୟଙ୍କର ପରିଣତି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ପରମେଶ୍ୱର ଦୁଷ୍ଟତା ଏବଂ ଦୁଃଖକଷ୍ଟକୁ କାହିଁକି ଅନୁମତି ଦେଇଛନ୍ତି?
    ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
  • ମାନବଜାତି ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ କʼଣ ଅଟେ ?
    ବାଇବଲ ଆମକୁ କʼଣ ଶିଖାଏ?
  • ମୃତ୍ୟୁ ପରେ ଆମର କʼଣ ହୁଏ ?
    ବାଇବଲ ଆମକୁ କʼଣ ଶିଖାଏ?
  • ଜଗତରେ ଏତେ ଦୁଃଖକଷ୍ଟ କାହିଁକି ରହିଛି ?
    ବାଇବଲ ଆମକୁ କʼଣ ଶିଖାଏ?
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଜାନୁୟାରୀ ପୃଷ୍ଠା ୪

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୩-୫ 

ପ୍ରଥମ ମିଥ୍ୟାର ଭୟଙ୍କର ପରିଣତି

୩:୧-୬, ୧୫-୧୯

ଚିତସମୂହ: ୧. ଶୟତାନ ହବା ସହ କଥା ହେବା ପାଇଁ ଏକ ସାପକୁ ବ୍ୟବହାର କରୁଛି । ୨. ଆଦମ ଓ ହବା ବୁବୁ ହୋଇଯାଇଛନ୍ତି । ୩. ଆଦମ ଓ ହବାଠାରୁ ଆର କରି ଆଜି ପର୍ଯ୍ୟନ୍ତ ବିଭି ସମୟ, ଜାତି ଓ ସଂସ୍କୃତିର ମଣିଷମାନେ ।

ହବାକୁ ମିଥ୍ୟା କହିବା ପରଠାରୁ ହିଁ ଶୟତାନ ମଣିଷମାନଙ୍କୁ ଭୁଲ ବାଟରେ ନେଇ ଚାଲିଛି । (ପ୍ରକା ୧୨:୯) ଆସନ୍ତୁ ଦେଖିବା ଯେ ଶୟତାନ କେଉଁସବୁ ମିଥ୍ୟାକୁ ପ୍ରୋତ୍ସାହନ ଦେଇଛି, ଯାହାଫଳରେ ଲୋକେ ଯିହୋବାଙ୍କଠାରୁ ଦୂରେଇ ଯାଇଛନ୍ତି ?

  • ଈଶ୍ୱର ବୋଲି କେହି ନାହାନ୍ତି

  • ଈଶ୍ୱର ତ୍ରିଏକ ଅଟନ୍ତି, ଏପରି ଏକ ରହସ୍ୟ ଯାହା କେହି ବୁଝିପାରିବେ ନାହିଁ

  • ଈଶ୍ୱରଙ୍କ କୌଣସି ନାମ ନାହିଁ

  • ଈଶ୍ୱର ଲୋକମାନଙ୍କୁ ନର୍କର ନିଆଁରେ ଚିରକାଳ ଯନ୍ତ୍ରଣା ଦିଅନ୍ତି

  • ଯାହା ହେଉଛି ସବୁ ଈଶ୍ୱରଙ୍କ ଇଚ୍ଛା

  • ଈଶ୍ୱର ମଣିଷମାନଙ୍କ ପାଇଁ ଚିନ୍ତା କରନ୍ତି ନାହିଁ

ଈଶ୍ୱରଙ୍କ ବିଷୟରେ ଏହି ମିଥ୍ୟାଗୁଡ଼ିକ ଶୁଣି ଆପଣଙ୍କୁ କିପରି ଲାଗେ ?

ଈଶ୍ୱରଙ୍କ ନାମରେ ଲାଗିଥିବା କଳଙ୍କକୁ ଲିଭାଇବା ପାଇଁ ଆପଣ କʼଣ କରିପାରିବେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ