ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଜାନୁୟାରୀ ପୃଷ୍ଠା ୪
  • ୧୩-୧୯ ଜାନୁୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୩-୧୯ ଜାନୁୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଜାନୁୟାରୀ ପୃଷ୍ଠା ୪

୧୩-୧୯ ଜାନୁୟାରୀ

ଆଦି ପୁସ୍ତକ ୩-୫

  • ଗୀତ ୭୨ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ପ୍ରଥମ ମିଥ୍ୟାର ଭୟଙ୍କର ପରିଣତି”: (୧୦ ମି.)

    • ଆଦି ୩:୧-୫—ଶୟତାନ ଯିହୋବାଙ୍କ ଉପରେ ଦୋଷାରୋପ କଲା (ପ୍ର୧୭.୦୨-ହି ୫ ¶୯)

    • ଆଦି ୩:୬—ଆଦମ ଓ ହବା ଈଶ୍ୱରଙ୍କ ଆଜ୍ଞା ଉଲ୍ଲଙ୍ଘନ କଲେ (ପ୍ର୦୦-ହି ୧୧/୧୫ ୨୫-୨୬)

    • ଆଦି ୩:୧୫-୧୯—ଈଶ୍ୱର ବିଦ୍ରୋହୀମାନଙ୍କୁ ଦଣ୍ଡ ଦେଲେ (ପ୍ର୧୨-ଇଂ ୯/୧ ୪ ¶୨; ପ୍ର୦୪-ହି ୧/୧ ୨୯ ¶୨; ଇନସାଇଟ୍‌-୨ ୧୮୬)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଆଦି ୪:୨୩, ୨୪—ଲେମକ ଏହି କବିତା କାହିଁକି ଲେଖିଲେ ? (ଇନସାଇଟ୍‌-୨ ୧୯୨ ¶୫)

    • ଆଦି ୪:୨୬—ଈନୋଶଙ୍କ ସମୟରେ ଲୋକେ କିପରି ‘ଯିହୋବାଙ୍କ ନାମରେ ପ୍ରାର୍ଥନା କରିବାକୁ ଲାଗିଲେ ?’ (ଇନସାଇଟ୍‌-୧ ୩୩୮ ¶୨)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଆଦି ୪:୧୭–୫:୮ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଉପସ୍ଥିତ ଲୋକଙ୍କୁ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ଯେପରି ଭାବେ କଥାବାର୍ତ୍ତା ଆରମ୍ଭ କରାଗଲା, ସେଥିରୁ ଆପଣଙ୍କୁ କʼଣ ଭଲ ଲାଗିଲା ? ଆମେ ପୁନଃସାକ୍ଷାତ ପାଇଁ ସମୟ ନିର୍ଦ୍ଧାରିତ କରିବା ବିଷୟରେ ଏହି ପ୍ରଚାରକମାନଙ୍କଠାରୁ କʼଣ ଶିଖିପାରିବା ?

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୧)

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୩)

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ନିକଟ ଅତୀତରେ ପ୍ରକାଶିତ ଏକ ପତ୍ରିକା ଦିଅନ୍ତୁ, ଯେଉଁଥିରେ ଘରମାଲିକ ଉଠାଇଥିବା ପ୍ରଶ୍ନ ବିଷୟରେ ଦିଆଯାଇଛି । (ଶିଖାଇବା  ଅଧ୍ୟୟନ ୨)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୬୩

  • “ଟ୍ରାକ୍ଟ ସାହାଯ୍ୟରେ କଥାବାର୍ତ୍ତା କିପରି ଆରମ୍ଭ କରିବା”: (୧୫ ମି.) ଆଲୋଚନା । ଟ୍ରାକ୍ଟ ସାହାଯ୍ୟରେ କଥାବାର୍ତ୍ତା କିପରି ଆରମ୍ଭ କରିବା, ସେବିଷୟରେ ଭିଡିଓ ଦେଖାନ୍ତୁ ଏବଂ ଆଲୋଚନା କରନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧୬ ¶୮-୧୫

  • ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

  • ଗୀତ ୭୫ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ