ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଜାନୁୟାରୀ ପୃଷ୍ଠା ୫
  • ୨୦-୨୬ ଜାନୁୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୦-୨୬ ଜାନୁୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଜାନୁୟାରୀ ପୃଷ୍ଠା ୫

୨୦-୨୬ ଜାନୁୟାରୀ

ଆଦିପୁସ୍ତକ ୬-୮

  • ଗୀତ ୮୯ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ନୋହ ସେରୂପ କଲେ”: (୧୦ ମି.)

    • ଆଦି ୬:୯, ୧୩—ଧାର୍ମିକ ନୋହଙ୍କ ଚାରିପାଖରେ ଦୁଷ୍ଟତା ଭରି ରହିଥିଲା (ପ୍ର୧୮. ୦୨-ହି ୪ ¶୪)

    • ଆଦି ୬:୧୪-୧୬—ନୋହଙ୍କୁ ଗୋଟେ କଠିନ କାମ ଦିଆଗଲା (ପ୍ର୧୩-ଇଂ ୪/୧ ୧୪ ¶୧)

    • ଆଦି ୬:୨୨—ନୋହ ଯିହୋବାଙ୍କ ଉପରେ ବିଶ୍ୱାସ କଲେ (ପ୍ର୧୧-ହି ୯/୧୫ ୧୮ ¶୧୩)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଆଦି ୭:୨—କେଉଁ ଆଧାରରେ ନିର୍ଦ୍ଧାରିତ କରାଯାଇଥିଲା ଯେ କେଉଁ ପଶୁ ଶୁଚି ଓ କେଉଁ ପଶୁ ଅଶୁଚି ? (ପ୍ର୦୪-ହି ୧/୧ ୨୯ ¶୭)

    • ଆଦି ୭:୧୧—ଜଳପ୍ଳାବନର ପାଣି କେଉଁଠୁ ଆସିଥିଲା ? (ପ୍ର୦୪-ହି ୧/୧ ୩୦ ¶୧)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଆଦି ୬:୧-୧୬ (ଶିଖାଇବା  ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ । ତାʼପରେ ଉପସ୍ଥିତ ଲୋକଙ୍କୁ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ପ୍ରଚାରକ ଘରମାଲିକଙ୍କ ସହିତ ୧ ଯୋହନ ୪:୮ ପଦ ଉପରେ କିପରି ତର୍କ କଲେ ? ଉଭୟ ପ୍ରଚାରକ ମିଶି କିପରି ପ୍ରଚାର କଲେ ?

  • ପ୍ରଥମ ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୧୨)

  • ପ୍ରଥମ ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରି କଥାବାର୍ତ୍ତା ଆରମ୍ଭ କରନ୍ତୁ । ତାʼପରେ ‘ଆମ ଶିକ୍ଷା ଉପକରଣ ବକ୍ସରୁ’ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା  ଅଧ୍ୟୟନ ୭)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୩୧

  • ପାରିବାରିକ ଉପାସନା: ନୋହ—ସେ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ: (୧୦ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ: ଏହି ଭିଡିଓରେ ଆପଣ ଯେଉଁ ପିତାମାତାଙ୍କୁ ଦେଖିଲେ, ସେମାନେ ନୋହଙ୍କ କାହାଣୀରୁ କିପରି ନିଜ ପିଲାଙ୍କୁ ଜରୁରୀ ଶିକ୍ଷା ଦେଲେ ? ଏହି ଭିଡିଓରେ ଆପଣ ଯେଉଁସବୁ ଉପାୟ ଦେଖିଲେ, ସେଥିରୁ କେଉଁଟିକୁ ନିଜ ପାରିବାରିକ ଉପାସନାରେ ଆପଣାଇବେ ?

  • ମଣ୍ଡଳୀର ଆବଶ୍ୟକତା: (୫ ମି.)

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧୬ ¶୧୬-୧୯, ପୃ ୧୭୨-୧୭୩

  • ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

  • ଗୀତ ୧୩୩ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ