ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଜାନୁୟାରୀ ପୃଷ୍ଠା ୬
  • “ସମୁଦାୟ ପୃଥିବୀରେ ଏକ ଭାଷା ଥିଲା”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ସମୁଦାୟ ପୃଥିବୀରେ ଏକ ଭାଷା ଥିଲା”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଜାନୁୟାରୀ ପୃଷ୍ଠା ୬
ଯିହୋବା ଭାଷାରେ ଭେଦ ଜନ୍ମାଇବା ପରେ ବାବିଲର ଗ ନିର୍ମାଣ କରୁଥିବା ଲୋକେ ପରସ୍ପରର କଥା ବୁଝିପାରୁ ନାହାନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୯-୧୧

“ସମୁଦାୟ ପୃଥିବୀରେ ଏକ ଭାଷା ଥିଲା”

୧୧:୧-୪, ୬-୯

ବାବିଲରେ ଯିହୋବା ବିଦ୍ରୋହୀ ମଣିଷମାନଙ୍କ ଭାଷାରେ ଭେଦ ବା ଭ୍ରାନ୍ତ ଜନ୍ମାଇ ସେମାନଙ୍କୁ ଛିନ୍ନଭିନ୍ନ କରିଦେଲେ । ଆଜି ଯିହୋବା ସବୁ ରାଷ୍ଟ୍ର ଓ ଭାଷାରୁ ଏକ ମହା ଜନତାକୁ ଏକତ୍ରୀତ କରୁଛନ୍ତି ଏବଂ ସେମାନେ ଯେପରି ‘ଯିହୋବାଙ୍କ ନାମରେ ପ୍ରାର୍ଥନା କରିବେ ଓ ଏକମନରେ ତାହାଙ୍କର ସେବା କରିବେ,’ ଏଥିପାଇଁ ସେ ସେମାନଙ୍କୁ “ବିଶୁଦ୍ଧ ଭାଷା” ଦେଉଛନ୍ତି । (ସିଫ ୩:୯; ପ୍ରକା ୭:୯) ଏହି “ବିଶୁଦ୍ଧ ଭାଷା” ହେଉଛି, ଯିହୋବା ଈଶ୍ୱର ଓ ତାହାଙ୍କ ଉଦ୍ଦେଶ୍ୟ ବିଷୟରେ ସତ୍ୟତା, ଯାହା ତାହାଙ୍କ ବାକ୍ୟ ବାଇବଲରେ ମିଳେ ।

କୌଣସି ଏକ ନୂଆ ଭାଷା ଶିଖିବାର ଅର୍ଥ ଏହା ନୁହେଁ ଯେ ଆମେ କିଛି ଶବ୍ଦକୁ ମୁଖସ୍ଥ କରିନେବା, ବରଂ ଏହା ପାଇଁ ଆମକୁ ନୂଆ ଉପାୟରେ ଭାବିବାକୁ ହେବ । ଠିକ୍‌ ସେହିପରି, ଯେତେବେଳେ ଆମେ ସତ୍ୟର ବିଶୁଦ୍ଧ ଭାଷା ଶିଖୁ, ସେତେବେଳେ ଆମ ଚିନ୍ତାଧାରାରେ ପରିବର୍ତ୍ତନ ଆସେ । (ରୋମୀ ୧୨:୨) ଆମକୁ ଏହି ଭାଷା ଶିଖିବା ଜାରି ରଖିବାକୁ ହେବ । ଏପରି କରିବା ଦ୍ୱାରା ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ଏକତା ରହିବ ।—୧କରି ୧:୧୦.

ମଣ୍ଡଳୀର ଏକ ସଭାରେ ଭାଇ ଭଉଣୀମାନେ ଖୁସିରେ କଥାବାର୍ତ୍ତା ହେଉଛନ୍ତି
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ