ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଜାନୁୟାରୀ ପୃଷ୍ଠା ୬
  • ୨୭ ଜାନୁୟାରୀ–୨ ଫେବୃୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୭ ଜାନୁୟାରୀ–୨ ଫେବୃୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଜାନୁୟାରୀ ପୃଷ୍ଠା ୬

୨୭ ଜାନୁୟାରୀ–୨ ଫେବୃୟାରୀ

ଆଦି ପୁସ୍ତକ ୯-୧୧

  • ଗୀତ ୧୦୧ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ସମୁଦାୟ ପୃଥିବୀରେ ଏକ ଭାଷା ଥିଲା”: (୧୦ ମି.)

    • ଆଦି ୧୧:୧-୪—ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଯାଇ କିଛି ଲୋକେ ଏକ ନଗର ଓ ଏକ ଉଚ୍ଚ ଗଡ଼ ନିର୍ମାଣ କରିବାକୁ ସ୍ଥିର କଲେ (ଇନସାଇଟ୍‌-୧ ୨୩୯; ଇନସାଇଟ୍‌-୨ ୨୦୨ ¶୨)

    • ଆଦି ୧୧:୬-୮—ଯିହୋବା ସେମାନଙ୍କ ଭାଷାରେ ଭେଦ ଜନ୍ମାଇଲେ (ଇନସାଇଟ୍‌-୨ ୨୦୨ ¶୩)

    • ଆଦି ୧୧:୯—ଲୋକେ ଉଚ୍ଚ ଗଡ଼ ନିର୍ମାଣ କରିବାର କାମକୁ ଛାଡ଼ି ଛିନ୍ନଭିନ୍ନ ହୋଇଗଲେ (ଇନସାଇଟ୍‌-୨ ୪୭୨)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଆଦି ୯:୨୦-୨୨, ୨୪, ୨୫—ନୋହ କାହିଁକି ହାମ ପରିବର୍ତ୍ତେ କିଣାନଙ୍କୁ ଶାପ ଦେଲେ ? (ଇନସାଇଟ୍‌-୧ ୧୦୨୩ ¶୪)

    • ଆଦି ୧୦:୯, ୧୦—ନିମ୍ରୋଦ୍‌ କିପରି “ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ” ଥିଲା ? (ଇନସାଇଟ୍‌-୨ ୫୦୩)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଆଦି ୧୦:୬-୩୨ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଉପସ୍ଥିତ ଲୋକଙ୍କୁ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ଆମେ କାହିଁକି କହିପାରିବା ଯେ ଉଭୟ ପ୍ରଚାରକ ମିଶି ପୁନଃସାକ୍ଷାତ ପାଇଁ ପ୍ରସ୍ତୁତି କରିଥିଲେ ? ଭାଇ ଜଣକ ବାଇବଲ ଅଧ୍ୟୟନ ଆରମ୍ଭ କରିବା ପାଇଁ କିପରି ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦେଲେ ?

  • ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୪)

  • ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍‌) ଦ୍ୱିତୀୟ ପୁନଃସାକ୍ଷାତ ପାଇଁ ‘ପ୍ରଚାର କରିବାର ନମୁନାରେ’ ଦିଆଯାଇଥିବା ପରାମର୍ଶକୁ ଆପଣାଇ କଥାବାର୍ତ୍ତା ଆରମ୍ଭ କରନ୍ତୁ । ତାʼପରେ ଅଧ୍ୟୟନ ଆରମ୍ଭ କରିବା ପାଇଁ ଆମକୁ ଶିଖାଏ ବହି ବ୍ୟବହାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୨)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୬୦

  • “କୁଶଳୀ ପ୍ରଚାରକ ହୁଅନ୍ତୁ”: (୧୫ ମି.) ସେବା ଅଧ୍ୟକ୍ଷଙ୍କ ଦ୍ୱାରା ଆଲୋଚନା ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧୭ ¶୧-୧୦

  • ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

  • ଗୀତ ୪୬ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ