୨୪ ଫେବୃୟାରୀ–୧ ମାର୍ଚ୍ଚ
ଆଦି ପୁସ୍ତକ ୨୦-୨୧
ଗୀତ ୧୦୮ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବା ସର୍ବଦା ନିଜ ପ୍ରତିଜ୍ଞା ପୂରଣ କରନ୍ତି”: (୧୦ ମି.)
ଆଦି ୨୧:୧-୩—ସାରା ଗର୍ଭବତୀ ହେଲେ ଓ ଏକ ପୁତ୍ର ଜନ୍ମ ଦେଲେ (ପ୍ରସ୧୭-ହି ସଂ୫ ୧୪-୧୫)
ଆଦି ୨୧:୫-୭—ଯିହୋବା ଅସମ୍ଭବକୁ ସମ୍ଭବ କଲେ
ଆଦି ୨୧:୧୦-୧୨, ୧୪—ଅବ୍ରହାମ ଓ ସାରାଙ୍କ ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା ଯେ ଇସ୍ହାକଙ୍କ ସହ ଜଡ଼ିତ ଯିହୋବାଙ୍କ ପ୍ରତିଜ୍ଞା ନିଶ୍ଚୟ ପୂରଣ ହେବ
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଆଦି ୨୦:୧୨—ସାରା କିପରି ଅବ୍ରହାମଙ୍କ ଭଉଣୀ ଥିଲେ ? (ପ୍ରସ୧୭-ହି ସଂ୩ ୧୨, ପାଦ.)
ଆଦି ୨୧:୩୩—ଅବ୍ରହାମ କେଉଁ ଅର୍ଥରେ ‘ଯିହୋବାଙ୍କ ନାମରେ ପ୍ରାର୍ଥନା କଲେ’ ? (ପ୍ର୮୯-ଇଂ ୭/୧ ୨୦ ¶୯)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଆଦି ୨୦:୧-୧୮ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଉପସ୍ଥିତ ଲୋକଙ୍କୁ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ପ୍ରଚାରକ ପଦକୁ ଲାଗୁ କରିବାର ଲାଭ ବିଷୟରେ କିପରି ଜଣାଇଲେ ? ସେ ଆଗ୍ରହ ରଖୁଥିବା ଲୋକମାନଙ୍କୁ ପୁଣିଥରେ ସାକ୍ଷାତ କରିବାରେ କିପରି ଏକ ଭଲ ଉଦାହରଣ ରଖିଲେ ?
ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୪)
ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍) ଆମକୁ ଶିଖାଏ ୩୫ ¶୧୯-୨୦ (ଶିଖାଇବା ଅଧ୍ୟୟନ ୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ବାର୍ଷିକ ସେବା ରିପୋର୍ଟ: (୧୫ ମି.) ଜଣେ ପ୍ରାଚୀନଙ୍କ ଭାଷଣ । ଏହି ରିପୋର୍ଟ ବିଷୟରେ ଶାଖା କାର୍ଯ୍ୟାଳୟର ଘୋଷଣାକୁ ପଢ଼ନ୍ତୁ । ତାʼପରେ ଆଗରୁ ବଛାଯାଇଥିବା ଏପରି କିଛି ପ୍ରଚାରକଙ୍କ ସାକ୍ଷାତ୍କାର ନିଅନ୍ତୁ, ଯେଉଁମାନଙ୍କୁ ଗତବର୍ଷ ପ୍ରଚାର ସେବାରେ କିଛି ଭଲ ଅନୁଭୂତି ମିଳିଛି ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧୮ ¶୧୨-୨୨
ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ଗୀତ ୫୦ ଏବଂ ପ୍ରାର୍ଥନା