ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ମାର୍ଚ୍ଚ ପୃଷ୍ଠା ୨
  • “ଈଶ୍ୱର ଅବ୍ରହାମଙ୍କୁ ପରୀକ୍ଷା କଲେ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ଈଶ୍ୱର ଅବ୍ରହାମଙ୍କୁ ପରୀକ୍ଷା କଲେ”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ବିଶ୍ୱାସର ପରୀକ୍ଷା
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଜୀବନ ବିଷୟରେ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ଯିହୋବାଙ୍କର ବିଶ୍ୱସ୍ତ ରହନ୍ତୁ ଏବଂ ଆଶିଷ ପାଆନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ମାର୍ଚ୍ଚ ପୃଷ୍ଠା ୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୨୨-୨୩

“ଈଶ୍ୱର ଅବ୍ରହାମଙ୍କୁ ପରୀକ୍ଷା କଲେ”

୨୨:୧, ୨, ୯-୧୨, ୧୫-୧୮

ଯେତେବେଳେ ଅବ୍ରହାମ ଇସ୍‌ହାକଙ୍କୁ ବଳି ଦେବା ପାଇଁ ପ୍ରସ୍ତୁତି କରୁଥିଲେ, ସେତେବେଳେ ତାଙ୍କ ହୃଦୟକୁ କେତେ କଷ୍ଟ ହୋଇଥିବ ! ସେ ଯେଉଁ କଷ୍ଟ ସହିଲେ, ସେଥିରୁ ଆମେ ବୁଝିପାରୁ ଯେ ଯେତେବେଳେ ଯିହୋବା ନିଜ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କୁ ମୁକ୍ତିର ମୂଲ୍ୟ ଭାବେ ଦେଇଦେଲେ, ସେତେବେଳେ ତାଙ୍କୁ କେତେ କଷ୍ଟ ହୋଇଥିବ । (ଯୋହ ୩:୧୬) ଆଦି ପୁସ୍ତକ ୨୨:୨ ପଦରେ ଯିହୋବାଙ୍କ ଶବ୍ଦଗୁଡ଼ିକରୁ ଆମେ ତାହାଙ୍କ କୋମଳ ଭାବନାଗୁଡ଼ିକ ବିଷୟରେ କʼଣ ଜାଣିପାରୁ ?

Collage: ୧. ଇସ୍‌ହାକଙ୍କୁ ବେଦି ଉପରେ ଶୁଆଇ, ଅବହାମ ଏକ ଛୁରି ଧରି ର୍ଗକୁ ଦେଖୁଛନ୍ତି । ୨. ଯୀଶୁଙ୍କୁ ଯାତନା ସ୍ତରେ ଟଙ୍ଗା ଯାଇଛି ।

ଯିହୋବା ଆପଣଙ୍କୁ ପ୍ରେମ କରନ୍ତି ବୋଲି ଜାଣି ଆପଣଙ୍କୁ କʼଣ କରିବା ପାଇଁ ପ୍ରେରଣା ମିଳେ ?—୧କରି ୬:୨୦; ୧ଯୋହ ୪:୧୧

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ