ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଏପ୍ରିଲ୍‌ ପୃଷ୍ଠା ୪
  • ୧୩-୧୯ ଏପ୍ରିଲ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୩-୧୯ ଏପ୍ରିଲ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଏପ୍ରିଲ୍‌ ପୃଷ୍ଠା ୪

୧୩-୧୯ ଏପ୍ରିଲ୍‌

ଆଦି ପୁସ୍ତକ ୩୧

  • ଗୀତ ୧୧୨ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯାକୁବ ଓ ଲାବନ ଶାନ୍ତିର ଚୁକ୍ତି କଲେ”: (୧୦ ମି.)

    • ଆଦି ୩୧:୪୪-୪୬—ଯାକୁବ ଓ ଲାବନ ପଥରର ଏକ ସ୍ତୁପ ତିଆରି କଲେ ଏବଂ ସେମାନଙ୍କ ମଧ୍ୟରେ ହୋଇଥିବା ଚୁକ୍ତିର ଚିହ୍ନ ଭାବରେ ସେହି ସ୍ତୁପ ଉପରେ ଭୋଜନ କଲେ (ନସାଇଟ୍‌-୧ ୮୮୩ ¶୧)

    • ଆଦି ୩୧:୪୭-୫୦—ସେମାନେ ସେହି ଜାଗାର ନାମ ଗଲ-ୟଦ୍‌ ଓ ପ୍ରହରୀ-ସ୍ଥାନ ରଖିଲେ (ଇନସାଇଟ୍‌-୨ ୧୧୭୨)

    • ଆଦି ୩୧:୫୧-୫୩—ସେମାନେ ପରସ୍ପର ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରତିଜ୍ଞା କଲେ

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଆଦି ୩୧:୧୯—ରାହେଲ ନିଜ ପିତାର ଠାକୁରମାନଙ୍କୁ କାହିଁକି ଚୋରି କରିଥିବ ? (ଇନସାଇଟ୍‌-୨ ୧୦୮୭-୧୦୮୮)

    • ଆଦି ୩୧:୪୧, ୪୨—‘ନିର୍ଦ୍ଦୟୀ’ ମାଲିକମାନଙ୍କ ସହ ଆମେ କିପରି ବ୍ୟବହାର ଦେଖାଇବା, ସେବିଷୟରେ ଯାକୁବଙ୍କଠାରୁ କʼଣ ଶିଖୁ ? (୧ପିତ ୨:୧୮; ପ୍ର୧୩-ହି ୩/୧୫ ୨୧ ¶୮)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଆଦି ୩୧:୧-୧୮ (ଶିଖାଇବା  ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଆଲୋଚନା। ଭିଡିଓ ଦେଖାନ୍ତୁ। ତାʼପରେ ଉପସ୍ଥିତ ଲୋକଙ୍କୁ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ଭଉଣୀ କିପରି ପଦକୁ ସ୍ପଷ୍ଟ ଭାବେ ବୁଝାଇଲେ ? ବ୍ୟକ୍ତି ଜଣଙ୍କୁ ପୁଣିଥରେ ଭେଟିବା ପାଇଁ ସେ କʼଣ କହିଲେ ?

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ। (ଶିଖାଇବା  ଅଧ୍ୟୟନ ୪)

  • ପ୍ରଥମ ସାକ୍ଷାତ: (୫ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ତାʼପରେ ଖୁସିର ଖବର ପୁସ୍ତିକା ଦିଅନ୍ତୁ ଏବଂ ପାଠ ୫ ସାହାଯ୍ୟରେ ବାଇବଲ ଅଧ୍ୟୟନ ଆରମ୍ଭ କରନ୍ତୁ। (ଶିଖାଇବା  ଅଧ୍ୟୟନ ୮)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୭୭

  • ନିଷ୍କ୍ରିୟ ଲୋକମାନଙ୍କୁ ପ୍ରୋତ୍ସାହନ ଦିଅନ୍ତୁ: (୨୦ ମି. କିମ୍ବା କମ୍‌) ଜଣେ ପ୍ରାଚୀନଙ୍କ ଦ୍ୱାରା ଭାଷଣ । ଯିହୋବା ନିଜ ମେଷମାନଙ୍କ ପାଇଁ ଚିନ୍ତା କରନ୍ତି (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ । ତାʼପରେ ଯିହୋବାଙ୍କ ନିକଟକୁ ଫେରି ଆସନ୍ତୁ (ହିନ୍ଦୀ) ପୁସ୍ତିକାର ପୃଷ୍ଠା ୧୪ରୁ କିଛି ତଥ୍ୟ ଉପରେ ଆଦରର ସହ ଆଲୋଚନା କରନ୍ତୁ ।

  • ମଣ୍ଡଳୀର ବାଇବଲ (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୧ ¶୭-୧୪, ଅଧିକ ବିବରଣୀ-୨, ୩

  • ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

  • ଗୀତ ୮୯ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ