ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଏପ୍ରିଲ୍‌ ପୃଷ୍ଠା ୪
  • ଯାକୁବ ଓ ଲାବନ ଶାନ୍ତିର ଚୁକ୍ତି କଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯାକୁବ ଓ ଲାବନ ଶାନ୍ତିର ଚୁକ୍ତି କଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଏପ୍ରିଲ୍‌ ପୃଷ୍ଠା ୪

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୩୧

ଯାକୁବ ଓ ଲାବନ ଶାନ୍ତିର ଚୁକ୍ତି କଲେ

୩୧:୪୪-୫୩

ଯାକୁବ ଓ ଲାବନ କାହିଁକି ପଥରର ଏକ ସ୍ତୁପ ତିଆରି କଲେ ?

  • ସେମାନେ ଶାନ୍ତିର ଏକ ଚୁକ୍ତି କରିଥିଲେ ବୋଲି ଏହା ଲୋକଙ୍କ ପାଇଁ ଏକ ଚିହ୍ନ ହୁଅନ୍ତା

  • ସେମାନେ ଶାନ୍ତିର ଚୁକ୍ତିକୁ ପାଳନ କରୁଛନ୍ତି କି ନାହିଁ, ତାହା ଯିହୋବା ଦେଖୁଛନ୍ତି ବୋଲି ଏହା ସେମାନଙ୍କୁ ମନେ ପକାଇ ଦିଅନ୍ତା

ଚିତସମୂହ: ୧. ରାଜ୍ୟଘରେ ଦୁଇ ଜଣ ଭଉଣୀ ରାଗରେ ପରସ୍ପରକୁ ଦେଖୁଛନ୍ତି  । ପଛପଟେ ଭାଇଭଉଣୀମାନେ ହସୁଛନ୍ତି ଏବଂ କଥା ହେଉଛନ୍ତି  । ୨. ସେହି ଦୁଇ ଭଉଣୀ ରେଷ୍ଟୁରାଣ୍ଟରେ ବସି କଫି ପିଉଛନ୍ତି ଏବଂ ପରସ୍ପରର ସଂଗତିର ଆନନ୍ଦ ନେଉଛନ୍ତି  । ଟେବୁଲ ଉପରେ ଗୁ ହୋଇଥିବା ଏକ ଉପହାର ଓ ଏକ ବାଇବଲ ଅଛି  ।

ଆଜି ମଧ୍ୟ ଯିହୋବା ଚାହାନ୍ତି ଯେ ତାହାଙ୍କ ଲୋକମାନଙ୍କ ମଧ୍ୟରେ ଶାନ୍ତି ରହୁ। ଶାନ୍ତି ବଜାୟ ରଖିବାରେ କିମ୍ବା ରାଗ ରୁଷା ଥିଲେ ବୁଝାମଣା କରିବାରେ ଆଗକୁ ଥିବା ତିନୋଟି ପଦକ୍ଷେପ ଆମକୁ କିପରି ସାହାଯ୍ୟ କରିବ ?

  • କଥା ହୁଅନ୍ତୁ।—ମାଥି ୫:୨୩, ୨୪

  • ହୃଦୟ ଖୋଲି କ୍ଷମା କରନ୍ତୁ।—କଲ ୩:୧୩

  • ଧୈର୍ଯ୍ୟ ଧରନ୍ତୁ।—ରୋମୀ ୧୨:୨୧

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ