୧୮-୨୪ ମେ
ଆଦି ପୁସ୍ତକ ୪୦-୪୧
ଗୀତ ୮ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବା ଯୋଷେଫଙ୍କୁ ଉଦ୍ଧାର କଲେ”: (୧୦ ମି.)
ଆଦି ୪୧:୯-୧୩—ଫାରୋକୁ ଯୋଷେଫଙ୍କ ବିଷୟରେ କୁହାଗଲା (ପ୍ର୧୫-ଇଂ ୨/୧ ୧୪ ¶୪-୫)
ଆଦି ୪୧:୧୬, ୨୯-୩୨—ଯିହୋବା ଯୋଷେଫଙ୍କୁ ଫାରୋର ସ୍ୱପ୍ନର ଅର୍ଥ ଜଣାଇଲେ (ପ୍ର୧୫-ଇଂ ୨/୧ ୧୪-୧୫)
ଆଦି ୪୧:୩୮-୪୦—ଫାରୋ ଯୋଷେଫଙ୍କୁ ମିଶରର ଦ୍ୱିତୀୟ ବଡ଼ ଅଧିକାରୀ ରୂପେ ନିଯୁକ୍ତ କଲେ (ପ୍ର୧୫-ଇଂ ୨/୧ ୧୫ ¶୩)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଆଦି ୪୧:୧୪—ଫାରୋର ସାମନାକୁ ଯିବା ପୂର୍ବରୁ ଯୋଷେଫ କାହିଁକି ଖିଅର ହେଲେ ? (ପ୍ର୧୫-ଇଂ ୧୧/୧ ୯ ¶୧-୩)
ଆଦି ୪୧:୩୩—ଯୋଷେଫ ଫାରୋ ସହ ଯେପରି କଥା ହେଲେ, ସେଥିରୁ ଆମେ କʼଣ ଶିଖୁ ? (ପ୍ର୦୯-ହି ୧୧/୧୫ ୨୮ ¶୧୪)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଆଦି ୪୦:୧-୨୩ (ଶିଖାଇବା ଅଧ୍ୟୟନ ୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଉପସ୍ଥିତ ଲୋକଙ୍କୁ ପଚାରନ୍ତୁ: ଆମେ କିପରି ଜାଣୁ ଯେ ପତିପତ୍ନୀ ଦୁହେଁ ମିଶି ପୁନଃସାକ୍ଷାତ ପାଇଁ ପ୍ରସ୍ତୁତି କରିଥିଲେ ? ଭାଇ ଜଣକ ପଦକୁ କିପରି ସ୍ପଷ୍ଟ ଭାବେ ବୁଝାଇଲେ ?
ପ୍ରଥମ ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧୧)
ପ୍ରଥମ ପୁନଃସାକ୍ଷାତ: (୫ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯୋଷେଫଙ୍କ ଭଳି ହୁଅନ୍ତୁ—ଅନ୍ୟାୟ ସତ୍ତ୍ୱେ ଧୈର୍ଯ୍ୟ ଧରନ୍ତୁ: (୬ ମି.) ଯିହୋବାଙ୍କର ମିତ୍ର ହୁଅ—ଧୈର୍ଯ୍ୟ ଧର ଅନ୍ୟାୟ ସତ୍ତ୍ୱେ (ହିନ୍ଦୀ) ଭିଡିଓ ଦେଖାନ୍ତୁ । ତାʼପରେ କିଛି ଛୋଟ ପିଲାଙ୍କୁ ମଞ୍ଚ ଉପରକୁ ଡାକନ୍ତୁ ଏବଂ ସେମାନଙ୍କୁ ପଚାରନ୍ତୁ: ସୋନୁ ଓ ରିଙ୍କି ସହ କʼଣ ଅନ୍ୟାୟ ହେଲା ? ସେମାନେ ଯୋଷେଫଙ୍କଠାରୁ କʼଣ ଶିଖିଲେ ?
ମଣ୍ଡଳୀର ଆବଶ୍ୟକତା: (୯ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୩ ¶୧-୯
ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ଗୀତ ୮୪ ଏବଂ ପ୍ରାର୍ଥନା