ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ମେ ପୃଷ୍ଠା ୮
  • ଯୋଷେଫଙ୍କ ଭଳି ହୁଅନ୍ତୁ—ଅନୈତିକତାଠାରୁ ପଳାୟନ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୋଷେଫଙ୍କ ଭଳି ହୁଅନ୍ତୁ—ଅନୈତିକତାଠାରୁ ପଳାୟନ କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • “ବ୍ୟଭିଚାରଠାରୁ ପଳାୟନ କର”
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
  • ଯୌନ ସମ୍ପର୍କ ବିଷୟରେ ବାଇବଲରେ କʼଣ କୁହାଯାଇଛି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଯିହୋବା ଆପଣଙ୍କୁ ସଫଳତା ପାଇବାରେ ସାହାଯ୍ୟ କରୁଛନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଯିହୋବା ଯୋଷେଫଙ୍କୁ ଉଦ୍ଧାର କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ମେ ପୃଷ୍ଠା ୮
ଯୋଷେଫ ପୋଟୀଫରର ସ୍ତ୍ରୀଠାରୁ ପଳାଇ ଯାଉଛନ୍ତି ଏବଂ ସେହି ସ୍ତ୍ରୀ ଯୋଷେପଙ୍କ ବସ୍ତ୍ରକୁ ହାତରେ ଧରିଛି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯୋଷେଫଙ୍କ ଭଳି ହୁଅନ୍ତୁ—ଅନୈତିକତାଠାରୁ ପଳାୟନ କରନ୍ତୁ

ଯେବେ ମଧ୍ୟ ଆମକୁ ଅନୈତିକ କାମ କରିବା ପାଇଁ ପ୍ରଲୋଭିତ କରାଯାଏ, ଆମେ ଯୋଷେଫଙ୍କ ଉଦାହରଣକୁ ମନେ ପକାଇବା ଉଚିତ୍‌ । ତାଙ୍କ ମାଲିକର ପତ୍ନୀ ପ୍ରତିଦିନ ତାଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଥିଲା । କିନ୍ତୁ ସେ ସ୍ପଷ୍ଟ ଭାବେ ମନା କରି ଦେଉଥିଲେ । ସେ କହିଲେ, “ମୁଁ କିରୂପେ ଏଡ଼େ ବଡ଼ ଦୁଷ୍ଟତା ଓ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରେ ?” (ଆଦି ୩୯:୭-୧୦) ଏଥିରୁ ଜଣାପଡ଼େ ଯେ ଯିହୋବା କʼଣ ଚାହାନ୍ତି ସେବିଷୟରେ ସେ ଚିନ୍ତନ କରୁଥିଲେ । ଯିହୋବା ଚାହାନ୍ତି ଯେ ପତିପତ୍ନୀ ପରସ୍ପର ପ୍ରତି ବିଶ୍ୱସ୍ତ ରହନ୍ତୁ । ତେଣୁ ଯେବେ ଦିନେ ସେହି ସ୍ତ୍ରୀ ଯୋଷେଫଙ୍କୁ ବଳପୂର୍ବକ ଟଣାଓଟରା କରିବାକୁ ଲାଗିଲା, ସେ ତାʼ କଥାରେ ପଡ଼ିଲେ ନାହିଁ ଏବଂ ତୁରନ୍ତ ସେଠାରୁ ପଳାଇଗଲେ ।—ଆଦି ୩୯:୧୨; ୧କରି ୬:୧୮.

ଅନୈତିକତାଠାରୁ ପଳାୟନ କର ! (ହିନ୍ଦୀ) ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ମୀ-କ୍ୟୋଙ୍ଗ ସ୍କୁଲର ବାରଣ୍ଡାରେ ଜିନ୍‌ଙ୍କ ସହ କଥା ହେଉଛି ।

    ଜିନ୍‌ ନାମକ ଏକ ଯୁବା ଭାଇ କେଉଁ ପରିସ୍ଥିତିର ସାମନା କଲେ ?

  • ଭାଇ ଜିନ୍‌ ମୀ-କ୍ୟୋଙ୍ଗର ଅନୁରୋଧ ବିଷୟରେ ଚିନ୍ତା କରିବା ବେଳେ ତାକୁ ଦେଖୁଛନ୍ତି ।

    ଯେତେବେଳେ ମୀ-କ୍ୟୋଙ୍ଗ ଭାଇ ଜିନ୍‌ଙ୍କୁ ଗଣିତର ହୋମୱର୍କରେ ସାହାଯ୍ୟ ମାଗିଲା, ଜିନ୍‌ କʼଣ ଭାବିଲେ ?

  • ସୋସିଆଲ୍‌ ମିଡିଆ ମାଧ୍ୟମରେ ମୀ-କ୍ୟୋଙ୍ଗର ଫ୍ରେଣ୍ଡ ରିକ୍ୱେଷ୍ଟର ଜିନ୍‌ଙ୍କ ଉପରେ କିପରି ପ୍ରଭାବ ପଡ଼ିଲା ?

  • ଜିନ୍‌ ନିଜ ମାମୁଁ ସହ କଥା ହେଉଛନ୍ତି, ଯିଏ ଜଣେ ଚୀନ ଅଟନ୍ତି ।

    ଜିନ୍‌ କାହାକୁ ଓ କିପରି ସାହାଯ୍ୟ ମାଗିଲେ ?

  • ଜିନ୍‌ ନିଜ ଫୋନ୍‌ରେ ମୀ-କ୍ୟୋଙ୍ଗର ଣ୍ଡ ରିଷ୍ଟକୁ ଅକାର କରୁଛନ୍ତି ।

    ଅନୈତିକତାଠାରୁ ପଳାଇବା ପାଇଁ ଜିନ୍‌ କʼଣ କଲେ ?

  • ଏହି ଭିଡିଓରୁ ଆପଣ କʼଣ ଶିଖନ୍ତି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ