ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଜୁଲାଇ ପୃଷ୍ଠା ୨
  • ୬-୧୨ ଜୁଲାଇ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୬-୧୨ ଜୁଲାଇ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଜୁଲାଇ ପୃଷ୍ଠା ୨

୬-୧୨ ଜୁଲାଇ

ଯାତ୍ରା ପୁସ୍ତକ ୬-୭

  • ଗୀତ ୧୫୦ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଆମ୍ଭେ ଫାରୋ ପ୍ରତି ଯାହା କରିବା, ତାହା ତୁମ୍ଭେ ଏବେ ଦେଖିବ”: (୧୦ ମି.)

    • ଯାତ୍ରା ୬:୧—ମୋଶା ନିଜ ଆଖିରେ ଯିହୋବାଙ୍କ “ବାହୁ ବଳ” ଦେଖିଲେ

    • ଯାତ୍ରା ୬:୬, ୭—ଇସ୍ରାଏଲୀୟମାନଙ୍କୁ ଦାସତ୍ୱରୁ ମୁକ୍ତ କରାଯାʼନ୍ତା (ଇନସାଇଟ୍‌-୨ ୪୩୬ ¶୩)

    • ଯାତ୍ରା ୭:୪, ୫—ଯିହୋବା ହିଁ ସତ୍ୟ ଈଶ୍ୱର ବୋଲି ଫାରୋ ଓ ମିଶରୀୟମାନଙ୍କୁ ସ୍ୱୀକାର କରିବାକୁ ପଡ଼ିଲା (ଇନସାଇଟ୍‌-୨ ୪୩୬ ¶୧-୨)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଯାତ୍ରା ୬:୩—ଯିହୋବା କେଉଁ ଅର୍ଥରେ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କୁ ତାହାଙ୍କ ନାମରେ ପରିଚୟ ଦେଇ ନ ଥିଲେ ? (ଇନସାଇଟ୍‌-୧ ୭୮ ¶୩-୪)

    • ଯାତ୍ରା ୭:୧—ମୋଶା ଫାରୋ ପାଇଁ କିପରି “ପରମେଶ୍ୱର ତୁଲ୍ୟ” ହେଲେ ଏବଂ ହାରୋଣଙ୍କୁ ମୋଶାଙ୍କ “ଭବିଷ୍ୟଦ୍‌ବକ୍ତା” କାହିଁକି କୁହାଗଲା ? (ଇନସାଇଟ୍‌-୨ ୪୩୫ ¶୫)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା କମ୍‌) ଯାତ୍ରା ୬:୧-୧୫ (ଶିଖାଇବା  ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ: (୧୦ ମି.) ଆଲୋଚନା । ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା ଭିଡିଓ ଦେଖାନ୍ତୁ । ତାʼପରେ ଶିଖାଇବା ପୁସ୍ତିକାର ଅଧ୍ୟୟନ ୧୯ ଉପରେ ଆଲୋଚନା କରନ୍ତୁ ।

  • ଭାଷଣ: (୫ ମି. କିମ୍ବା କମ୍‌) ପ୍ର୧୫-ହି ୧/୧୫ ୯ ¶୬-୭—ବିଷୟବସ୍ତୁ: ପ୍ରତିଦିନ ଯିହୋବାଙ୍କୁ ଧନ୍ୟବାଦ ଦିଅନ୍ତୁ (ଶିଖାଇବା  ଅଧ୍ୟୟନ ୧୯)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୪୫

  • ମଣ୍ଡଳୀର ଆବଶ୍ୟକତା: (୧୫ ମି.)

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୫ ¶୯-୧୭, ଅଧିକ ବିବରଣୀ–୧୮

  • ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍‌)

  • ଗୀତ ୧୨୨ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ