୨୭ ଜୁଲାଇ–୨ ଅଗଷ୍ଟ
ଯାତ୍ରା ପୁସ୍ତକ ୧୨
ଗୀତ ୨୦ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ନିସ୍ତାର ପର୍ବରୁ ଖ୍ରୀଷ୍ଟିୟାନମାନେ କʼଣ ଶିଖିପାରିବେ ?”: (୧୦ ମି.)
ଯାତ୍ରା ୧୨:୫-୭—ନିସ୍ତାର ପର୍ବର ମେଷଛୁଆର ମହତ୍ତ୍ୱ (ପ୍ର୦୭-ହି ୧/୧ ୨୨ ¶୪)
ଯାତ୍ରା ୧୨:୧୨, ୧୩—ଦ୍ୱାରର ଦୁଇ ବାଜୁବନ୍ଧରେ ଲଗାଯାଇଥିବା ରକ୍ତର ମହତ୍ତ୍ୱ (ଇନସାଇଟ୍-୨ ୫୮୩ ¶୬)
ଯାତ୍ରା ୧୨:୨୪-୨୭—ନିସ୍ତାର ପର୍ବରୁ ମିଳୁଥିବା ଶିକ୍ଷା (ପ୍ର୧୩-ହି ୧୨/୧୫ ୨୦ ¶୧୩-୧୪)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଯାତ୍ରା ୧୨:୧୨—ଯିହୋବା ମିଶରୀୟମାନଙ୍କ ଉପରେ ବିପତ୍ତି ଆଣି, ବିଶେଷ କରି ଦଶମ ବିପତ୍ତି, ସେମାନଙ୍କ ମିଥ୍ୟା ଦେବତାମାନଙ୍କୁ କିପରି ଦଣ୍ଡ ଦେଲେ ? (ଇନସାଇଟ୍-୨ ୫୮୨ ¶୨)
ଯାତ୍ରା ୧୨:୧୪-୧୬—ତାଡ଼ିଶୂନ୍ୟ ରୋଟୀର ପର୍ବ ଓ ଅନ୍ୟ ପବିତ୍ର ସଭାଗୁଡ଼ିକର କʼଣ ମହତ୍ତ୍ୱ ଥିଲା ଏବଂ ଏଥିରୁ ଇସ୍ରାଏଲୀୟମାନଙ୍କୁ କିପରି ଲାଭ ହେଉଥିଲା ? (ଇନସାଇଟ୍-୧ ୫୦୪ ¶୧)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା କମ୍) ଯାତ୍ରା ୧୨:୧-୨୦ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୨)
ପୁନଃସାକ୍ଷାତ: (୪ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଆପଣଙ୍କ ବିଷୟ ସହ ଜଡ଼ିତ, ନିକଟ ଅତୀତରେ ପ୍ରକାଶିତ କୌଣସି ପତ୍ରିକା ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୬)
ବାଇବଲ ଅଧ୍ୟୟନ: (୫ ମି. କିମ୍ବା କମ୍) ଆମକୁ ଶିଖାଏ ପୃ ୧୬ ¶୨୧-୨୨ (ଶିଖାଇବା ଅଧ୍ୟୟନ ୧୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଯିହୋବା ନିଜ ଲୋକମାନଙ୍କୁ ରକ୍ଷା କରନ୍ତି”: (୧୫ ମି.) ଆଲୋଚନା । ୱାରୱିକ୍ ସଂଗ୍ରହାଳୟର ଟୁର୍: “ଯିହୋବାଙ୍କ ନାମରେ ପରିଚିତ ଲୋକମାନେ” (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୬ ¶୧୦-୧୯
ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍)
ଗୀତ ୪୮ ଏବଂ ପ୍ରାର୍ଥନା