ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଜୁଲାଇ ପୃଷ୍ଠା ୫
  • ସୃଷ୍ଟି ଆମକୁ ସାହସ ବିଷୟରେ କʼଣ ଶିଖାଏ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସୃଷ୍ଟି ଆମକୁ ସାହସ ବିଷୟରେ କʼଣ ଶିଖାଏ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ସାହସୀ ହେବା ବହୁତ କଠିନ ନୁହେଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା, ଦେ ସାହସ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଜୁଲାଇ ପୃଷ୍ଠା ୫
ଜଣେ ବାପା ଓ ତାଙ୍କ ପୁଅ ଏକ ଦ ପାଖରେ ଠିଆ ହୋଇଛନ୍ତି ଏବଂ ଦୂରରେ ଥିବା ପାହାକୁ ଦେଖୁଛନ୍ତି   ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ସୃଷ୍ଟି ଆମକୁ ସାହସ ବିଷୟରେ କʼଣ ଶିଖାଏ ?

ଯିହୋବା ଆମକୁ ଶିଖାନ୍ତି ଯେ ଆମେ ତାହାଙ୍କର ମହାନ ଗୁଣଗୁଡ଼ିକୁ ନିଜଠାରେ ବଢ଼ାଇବା । ଯିହୋବା କେଉଁ କେଉଁ ଉପାୟରେ ଏପରି କରନ୍ତି ? ସେ ବାଇବଲରେ କୁହାଯାଇଥିବା ବିଶ୍ୱସ୍ତ ସେବକମାନଙ୍କର ଉଦାହରଣରୁ ଆମକୁ ଶିଖାନ୍ତି । ଏହା ଛଡ଼ା, ସେ ନିଜ ସୃଷ୍ଟି ମାଧ୍ୟମରେ ମଧ୍ୟ ଆମକୁ ଶିଖାନ୍ତି । (ଆୟୁ ୧୨:୭, ୮) ସାହସ ବିଷୟରେ ଆମେ ସିଂହ, ଘୋଡ଼ା, ନେଉଳ, ହମିଙ୍ଗବାର୍ଡ଼, ଓ ହାତୀଠାରୁ କʼଣ ଶିଖିପାରିବା ?

ସାହସ ଦେଖାଇବା ସୃଷ୍ଟିରୁ ଶିଖନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଏକ ସିଂହୀ ଓ ତାʼ ଛୁଆମାନେ ଏକ ପୋଖରୀରେ ପାଣି ପିଉଛନ୍ତି   ।

    ସିଂହୀମାନେ କିପରି ଭାବେ ସାହସର ସହ ନିଜ ଛୁଆମାନଙ୍କୁ ରକ୍ଷା କରନ୍ତି ?

  • ଘୋମାନେ ପଆରେ ଦୌଛନ୍ତି   ।

    ସାହସର ସହ ଯୁଦ୍ଧ ଲଢ଼ିବା ପାଇଁ ଘୋଡ଼ାମାନଙ୍କୁ କିପରି ଭାବେ ତାଲିମ ଦିଆଯାଏ ?

  • ଏକ ନେଉଳ ନାଗର ସାମନା କରୁଛି   ।

    ନେଉଳ ବିଷଧର ସାପଗୁଡ଼ିକୁ କାହିଁକି ଡରେ ନାହିଁ ?

  • ଏକ ହମିଙ୍ଗବା ନିଜ ଅଞ୍ଚଳରେ ଅନ୍ୟ ଏକ ହମିଙ୍ଗବାକୁ ଦେଖି ତାʼ ସହ ଲଇ କରୁଛି   ।

    ହମିଙ୍ଗବାର୍ଡ଼ ଅତି ଛୋଟ ହେଲେ ମଧ୍ୟ କିପରି ସାହସ ଦେଖାଏ ?

  • ଏକ ହାତୀ ପଲ ଏକା ସାଙ୍ଗେ ମିଶି ଯାଉଛନ୍ତି   ।

    ହାତୀମାନେ କିପରି ଭାବେ ସାହସର ସହ ପଲର ଅନ୍ୟ ହାତୀମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି ?

  • ଏହି ପଶୁପକ୍ଷୀମାନଙ୍କଠାରୁ ସାହସ ବିଷୟରେ ଆପଣ କʼଣ ଶିଖନ୍ତି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ