ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଅକ୍ଟୋବର ପୃଷ୍ଠା ୬
  • ଯିହୋବା ନିଜ ସେବକମାନଙ୍କୁ ଯୋଗ୍ୟ କରନ୍ତି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ନିଜ ସେବକମାନଙ୍କୁ ଯୋଗ୍ୟ କରନ୍ତି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଅକ୍ଟୋବର ପୃଷ୍ଠା ୬
ବସଲେଲ ଓ ଅହଲୀୟାବ ପବିତ ତରେ ବ୍ୟବହାର ହେଉଥିବା ସୁନାର ଜିନିଷଗୁକ ନିର୍ମାଣ କରୁଛନ୍ତି । ସେମାନଙ୍କ ମଧରୁ ଜଣେ ହାତୁରେ କିରୂବର ଡେଣା ତିଆରି କରୁଛନ୍ତି ଏବଂ ଆଉ ଜଣେ ସୁନାର ଏକ ଚାଦର ତିଆରି କରୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୩୫-୩୬

ଯିହୋବା ନିଜ ସେବକମାନଙ୍କୁ ଯୋଗ୍ୟ କରନ୍ତି

୩୫:୨୫, ୨୬, ୩୦-୩୫; ୩୬:୧, ୨

ଯିହୋବା ନିଜ ପବିତ୍ର ଶକ୍ତି ମାଧ୍ୟମରେ ବତ୍ସଲେଲ ଓ ଅହଲୀୟାବଙ୍କୁ ପବିତ୍ର ତମ୍ବୁର ଜିନିଷଗୁଡ଼ିକୁ ନିର୍ମାଣ କରିବାର ସାମର୍ଥ୍ୟ ଦେଲେ । (ବାହାରେ ଥିବା ଚିତ୍ର ଦେଖନ୍ତୁ ।) ଆଜି ମଧ୍ୟ ଯିହୋବା ନିଜ ସେବକମାନଙ୍କୁ ପବିତ୍ର ଶକ୍ତି ଦିଅନ୍ତି । କିନ୍ତୁ ଏହାକୁ ପାଇବା ପାଇଁ ଆମକୁ କʼଣ କରିବାକୁ ହେବ ?

  • ଆମେ ନିଜ ଦକ୍ଷତା ବଢ଼ାଇବା ପାଇଁ ଏବଂ ତାହାଙ୍କ ସେବା ଭଲ ଭାବେ କରିବା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରିବାକୁ ହେବ

  • ଈଶ୍ୱରଙ୍କ ପ୍ରେରଣାରେ ଲିଖିତ ବାଇବଲର ଗଭୀର ଭାବେ ଅଧ୍ୟୟନ କରିବାକୁ ହେବ

  • ଯିହୋବାଙ୍କ ସେବାରେ ଆମକୁ ଯାହା ମଧ୍ୟ କାମ ମିଳେ, ତାହା ମନପ୍ରାଣ ଦେଇ କରିବାକୁ ହେବ

ଚିତ ସମୂହ: ଯିହୋବାଙ୍କ ସାକ୍ଷୀମାନେ ଭି ଭି ଉପାୟରେ ଈରଙ୍କ ସେବା କରୁଛନ୍ତି । ୧. କିଛି ଭଉଣୀମାନେ ନିର୍ମାଣ କାମରେ ସହଯୋଗ କରୁଛନ୍ତି । ୨. ଜଣେ ଭାଇ ‘ହରୀଦୁର୍ଗ’ ଅଧୟନର ସଂଚାଳନ କରିବା ପାଇଁ ସ୍ତୁତି କରୁଛନ୍ତି । ୩. ଜଣେ ଭାଇ ଏକ ଦୋକାନୀକୁ ସାକ୍ଷ୍ୟ ଦେଉଛନ୍ତି ଏବଂ ଆଉ ଜଣେ ଭାଇ ଆଖପାଖର ଲୋକଙ୍କ ଉପରେ ନଜର ରଖିଛନ୍ତି ।

ଯିହୋବା ଆପଣଙ୍କୁ କʼଣ କʼଣ କରିବା ପାଇଁ ଯୋଗ୍ୟ କରିପାରନ୍ତି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ