ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଅକ୍ଟୋବର ପୃଷ୍ଠା ୬
  • ୧୯-୨୫ ଅକ୍ଟୋବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୯-୨୫ ଅକ୍ଟୋବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଅକ୍ଟୋବର ପୃଷ୍ଠା ୬

୧୯-୨୫ ଅକ୍ଟୋବର

ଯାତ୍ରା ପୁସ୍ତକ ୩୫-୩୬

  • ଗୀତ ୯୨ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯିହୋବା ନିଜ ସେବକମାନଙ୍କୁ ଯୋଗ୍ୟ କରନ୍ତି”: (୧୦ ମି.)

    • ଯାତ୍ରା ୩୫:୨୫, ୨୬—ଯେତେବେଳେ ଲୋକେ ଆନନ୍ଦରେ ଦାନ କଲେ, ଯିହୋବା ସେମାନଙ୍କୁ ଆଶିଷ ଦେଲେ (ପ୍ର୧୪-ହି ୧୨/୧୫ ପୃ ୪ ¶୪)

    • ଯାତ୍ରା ୩୫:୩୦-୩୫—ବତ୍ସଲେଲ ଓ ଅହଲୀୟାବଙ୍କୁ ଯିହୋବା ପ୍ରତ୍ୟେକ ପ୍ରକାରର କାମରେ କୁଶଳ କଲେ (ପ୍ର୧୧-ହି ୧୨/୧୫ ପୃ ୧୯ ¶୬)

    • ଯାତ୍ରା ୩୬:୧, ୨—ସେମାନେ ଚାହୁଁଥିଲେ ଯେ ସେମାନଙ୍କ କାମର ଶ୍ରେୟ ଯିହୋବାଙ୍କୁ ଦିଆଯାଉ (ପ୍ର୧୧-ହି ୧୨/୧୫ ପୃ ୧୯ ¶୭)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଯାତ୍ରା ୩୫:୧-୩—ବିଶ୍ରାମବାରର ନିୟମରୁ ଆମେ କʼଣ ଶିଖୁ ? (ପ୍ର୦୫-ହି ୫/୧୫ ପୃ ୨୩ ¶୧୪)

    • ଯାତ୍ରା ୩୫:୨୧—ଇସ୍ରାଏଲୀୟମାନେ ଯେପରି ହୃଦୟ ଖୋଲି ଦାନ କଲେ, ସେଥିରୁ ଆମେ କʼଣ ଶିଖୁ ? (ପ୍ର୦୦-ହି ୧୧/୧ ପୃ ୨୯ ¶୨)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା କମ୍‌) ଯାତ୍ରା ୩୫:୧-୨୪ (ଶିଖାଇବା  ଅଧ୍ୟୟନ ୧୧)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । (ଶିଖାଇବା  ଅଧ୍ୟୟନ ୧୧)

  • ପୁନଃସାକ୍ଷାତ: (୪ ମି. କିମ୍ବା କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବ୍ୟକ୍ତି ଜଣଙ୍କୁ ଆମ ୱେବସାଇଟ୍‌ ବିଷୟରେ କୁହନ୍ତୁ ଏବଂ jw.org ସମ୍ପର୍କ କାର୍ଡ଼ ଦିଅନ୍ତୁ । (ଶିଖାଇବା  ଅଧ୍ୟୟନ ୪)

  • ବାଇବଲ ଅଧ୍ୟୟନ: (୫ ମି. କିମ୍ବା କମ୍‌) ଆମକୁ ଶିଖାଏ ପୃ ୨୬ ¶୧୮-୨୦ (ଶିଖାଇବା  ଅଧ୍ୟୟନ ୧୯)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୬୮

  • ପ୍ରକାଶନ ସମିତିର ରିପୋର୍ଟ ୨୦୧୮: (୧୫ ମି.) ଭିଡିଓ (ହିନ୍ଦୀ) ଦେଖାନ୍ତୁ । ତାʼପରେ ପଚାରନ୍ତୁ: ସଂଗଠନ ଛପା କାମରେ କʼଣ କʼଣ ପରିବର୍ତ୍ତନ କରିଛି ଏବଂ କାହିଁକି ? ଛପା କାମ କମ୍‌ କରିବା ଯୋଗୁଁ କʼଣ ଲାଭ ହୋଇଛି ? ବାଇବଲ ଓ ତାʼ ଆଧାରିତ ପ୍ରକାଶନଗୁଡ଼ିକୁ ପ୍ରସ୍ତୁତି କରିବାରେ ଅନୁବାଦ କାମ କାହିଁକି ବହୁତ ଜରୁରୀ ? ପ୍ରକାଶନଗୁଡ଼ିକୁ ଇଲେକ୍‌ଟ୍ରୋନିକ୍‌ ରୂପେ ପ୍ରକାଶିତ କରିବା ଓ ଭିଡିଓ ପ୍ରସ୍ତୁତି କରିବାର କʼଣ ଭଲ ପରିଣାମ ମିଳିଛି ?

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି. କିମ୍ବା କମ୍‌) ପ୍ରେମରେ ସ୍ଥିର ଅଧ୍ୟା ୧୦ ¶୧୧-୨୦, ଅଧିକ ବିବରଣୀ—୨୫, ୨୬

  • ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍‌)

  • ଗୀତ ୧୩୦ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ