ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜାନୁୟାରୀ ପୃଷ୍ଠା ୬
  • ଇସ୍ରାଏଲୀୟମାନଙ୍କର ପର୍ବଗୁଡ଼ିକରୁ ଆମେ କʼଣ ଶିଖୁ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଇସ୍ରାଏଲୀୟମାନଙ୍କର ପର୍ବଗୁଡ଼ିକରୁ ଆମେ କʼଣ ଶିଖୁ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜାନୁୟାରୀ ପୃଷ୍ଠା ୬
ଚିତସମୂହ: ୧. ଏକ ଇଏଲୀୟ ପରିବାରର ଲୋକେ ଘରର ଛାତରେ ଛପର ତିଆରି କରୁଛନ୍ତି ଏବଂ ବତ ଖୁସି ଦେଖାଯାଉଛନ୍ତି । ୨. ମଣ୍ଡଳୀର ଏକ ସଭାରେ କିଛି ଭାଇ ମର ସହ ପରସ୍ପରକୁ ଭେଟୁଛନ୍ତି ଏବଂ ହାତ ମିଳାଉଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଇସ୍ରାଏଲୀୟମାନଙ୍କର ପର୍ବଗୁଡ଼ିକରୁ ଆମେ କʼଣ ଶିଖୁ ?

ନିସ୍ତାର ପର୍ବ ଓ ତାଡ଼ିଶୂନ୍ୟ ରୋଟୀର ପର୍ବ (ଲେବୀ ୨୩:୫, ୬; ଇନସାଇଟ୍‌-୧ ପୃ ୮୨୬-୮୨୭)

ଫସଲ ଅମଳର ପର୍ବ (ପେଣ୍ଟିକଷ୍ଟ) (ଲେବୀ ୨୩:୧୫, ୧୬; ଇନସାଇଟ୍‌-୨ ପୃ ୫୯୮ ¶୨)

ପତ୍ରକୁଟୀର ପର୍ବ (ଲେବୀ ୨୩:୩୪; ପ୍ର୧୪-ହି ୫/୧୫ ପୃ ୨୮ ¶୧୧)

ପ୍ରାଚୀନ ସମୟରେ ଯିହୁଦୀମାନେ ଏହି ପର୍ବଗୁଡ଼ିକୁ କାହିଁକି ପାଳନ କରୁଥିଲେ ଏବଂ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକ କିପରି ପୂରଣ ହେବ, ସେବିଷୟରେ ଚିନ୍ତନ କଲେ ଆମକୁ ବହୁତ ଖୁସି ମିଳିବ ।—ଦ୍ୱିବି ୧୬:୧୫.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ