ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜାନୁୟାରୀ ପୃଷ୍ଠା ୬
  • ୧୮-୨୪ ଜାନୁୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୮-୨୪ ଜାନୁୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜାନୁୟାରୀ ପୃଷ୍ଠା ୬

୧୮-୨୪ ଜାନୁୟାରୀ

ଲେବୀ ପୁସ୍ତକ ୨୨-୨୩

  • ଗୀତ ୮୬ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଇସ୍ରାଏଲୀୟମାନଙ୍କର ପର୍ବଗୁଡ଼ିକରୁ ଆମେ କʼଣ ଶିଖୁ ?”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ଲେବୀ ୨୨:୨୧, ୨୨—ଯିହୋବାଙ୍କ ପାଇଁ ଆମ ପ୍ରେମ କାହିଁକି କମ୍‌ ହେବା ଉଚିତ୍‌ ନୁହେଁ ଏବଂ ଆମେ କାହିଁକି ସମ୍ପୂର୍ଣ୍ଣ ଭାବେ ତାହାଙ୍କ ବିଶ୍ୱସ୍ତ ରହିବା ଉଚିତ୍‌ ? (ପ୍ର୧୯.୦୨-ହି ପୃ ୩ ¶୩)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ଲେବୀ ୨୩:୯-୨୫ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଏକ ପତ୍ରିକା ଦିଅନ୍ତୁ, ଯେଉଁଥିରେ ଘରମାଲିକ ଉଠାଇଥିବା ବିଷୟ ଉପରେ ଆଧାରିତ ଲେଖା ଅଛି । (ଶିଖାଇବା  ଅଧ୍ୟୟନ ୧୩)

  • ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା  ଅଧ୍ୟୟନ ୯)

  • ଭାଷଣ: (୫ ମି.) ପ୍ର୦୭-ଇଂ ୭/୧୫ ପୃ ୨୬—ବିଷୟବସ୍ତୁ: କିଏ ଯବର ପ୍ରଥମ କଟା ଶସ୍ୟର ବିଡ଼ା ପବିତ୍ର ସ୍ଥାନକୁ ନେଇ ଯାଉଥିଲେ ? (ଶିଖାଇବା  ଅଧ୍ୟୟନ ୧୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୮୭

  • “ଅଧିବେଶନ—ପ୍ରେମର ବନ୍ଧନକୁ ମଜବୁତ୍‌ କରିବାର ସୁଯୋଗ”: (୧୫ ମି.) ଆଲୋଚନା; “ପ୍ରେମ କଦାପି ଶେଷ ହୁଏ ନାହିଁ !” ଆନ୍ତଃରାଷ୍ଟ୍ରୀୟ ଅଧିବେଶନ ନାମକ ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୧୪ ¶୧୮-୧୯, ପୃ ୧୯୬-୧୯୯

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୬୫ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ