ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜାନୁୟାରୀ ପୃଷ୍ଠା ୧୩
  • ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଚାର କରିବା ପାଇଁ ବ୍ୟବସ୍ଥିତ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଚାର କରିବା ପାଇଁ ବ୍ୟବସ୍ଥିତ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା ସମସ୍ତଙ୍କ ସହିତ କଥା ହେବାରେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ବହୁ ଭାଷାଭାଷୀ ଅଞ୍ଚଳରେ ପ୍ରଚାର କରିବା ପାଇଁ ସହଯୋଗ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜାନୁୟାରୀ ପୃଷ୍ଠା ୧୩
ଜଣେ ଭାଇ ନିଜ ଟାବଲେରେ JW ଲାଙ୍ଗୁଏଜ୍‌ ଆପ୍‌ରେ କିଛି ଦେଖୁଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଚାର କରିବା ପାଇଁ ବ୍ୟବସ୍ଥିତ

ଯିହୋବା ଯେପରି ଇସ୍ରାଏଲୀୟମାନଙ୍କୁ ବ୍ୟବସ୍ଥିତ କରିଥିଲେ, ସେହିପରି ସେ ଆଜି ପ୍ରଚାର କାମ କରିବା ପାଇଁ ମଧ୍ୟ ନିଜ ଲୋକମାନଙ୍କୁ ବ୍ୟବସ୍ଥିତ କରିଛନ୍ତି । ସାରା ପୃଥିବୀରେ ଥିବା ଶାଖା କାର୍ଯ୍ୟାଳୟ, ଭିନ୍ନ ଭିନ୍ନ ସର୍କିଟ, ମଣ୍ଡଳୀଗୁଡ଼ିକ, ଓ ପ୍ରଚାର ସମୂହଗୁଡ଼ିକ ଏକା ସାଙ୍ଗରେ ମିଶି କାମ କରୁଛନ୍ତି । ତେଣୁ ପ୍ରଚାର କାମ ଆହୁରି ଅଧିକ କରାଯାଇପାରୁଛି । ଆମେ ସମସ୍ତଙ୍କୁ ପ୍ରଚାର କରୁ, ଏପରିକି ଅନ୍ୟ ଭାଷା କହୁଥିବା ଲୋକମାନଙ୍କୁ ମଧ୍ୟ ।—ପ୍ରକା ୧୪:୬, ୭.

କʼଣ ଆପଣ ଅନ୍ୟ ଭାଷା ଶିଖିବା ପାଇଁ ଭାବିଛନ୍ତି ? ଯଦି ଆପଣଙ୍କ ପାଖରେ ନୂଆ ଭାଷା ଶିଖିବା ପାଇଁ ସମୟ ନାହିଁ, ତେବେ JW ଲାଙ୍ଗୁଏଜ୍‌ ଆପ୍‌ ବ୍ୟବହାର କରିପାରିବେ । ଏହି ଆପ୍‌ ସାହାଯ୍ୟରେ ଆପଣ କମ୍‌ ଶବ୍ଦରେ ଅନ୍ୟ ଭାଷାରେ ସାକ୍ଷ୍ୟ ଦେବା ପାଇଁ ଶିଖିପାରିବେ । ଆଉ ଯେତେବେଳେ ଆପଣ ସେହି ଭାଷାରେ ସାକ୍ଷ୍ୟ ଦେବେ, ଆପଣଙ୍କୁ ବହୁତ ଖୁସି ମିଳିବ । ପ୍ରଥମ ଶତାବ୍ଦୀରେ ମଧ୍ୟ ଯେତେବେଳେ ଖ୍ରୀଷ୍ଟିୟାନମାନେ ଲୋକଙ୍କୁ ସେମାନଙ୍କ ଭାଷାରେ “ଈଶ୍ୱରଙ୍କ ମହତ୍‌ ମହତ୍‌ କର୍ମ” ବିଷୟରେ ଜଣାଇଲେ, ଖ୍ରୀଷ୍ଟିୟାନମାନଙ୍କୁ ବହୁତ ଖୁସି ମିଳିଲା ।—ପ୍ରେରି ୨:୭-୧୧.

ଯିହୋବାଙ୍କ ମିତ୍ର ହୁଅ—ଅନ୍ୟ ଭାଷାରେ ପ୍ରଚାର କର ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ‘ଯିହୋବାଙ୍କ ମିତ ଅ—ଅନ୍ୟ ଭାଷାରେ ଚାର କର’ ନାମକ ଭିଡିଓର ଏକ ଶ୍ୟ । ସୋନୁ କଳ୍ପନା କରୁଛି ଯେ ଅନ୍ୟ ଭାଷା କଥିବା ଜଣେ ମହିଳାଙ୍କୁ ଏକ ରୋବର୍ଟ ସାକ୍ଷ୍ୟ ଦେଉଛି ।

    ଆପଣ କେତେବେଳେ JW ଲାଙ୍ଗୁଏଜ୍‌ ଆପ୍‌ ବ୍ୟବହାର କରିପାରିବେ ?

  • ‘ଯିହୋବାଙ୍କ ମିତ ଅ—ଅନ୍ୟ ଭାଷାରେ ଚାର କର’ ନାମକ ଭିଡିଓର ଏକ ଶ୍ୟ  । JW ଲାଙ୍ଗୁଏଜ୍‌ ଆପ୍‌ରେ ପରିଚୟ ଓ ନମସ୍କାର ପେଜ ।

    ଏହି ଆପ୍‌ରେ କʼଣ କʼଣ ଫିଚର୍‌ ରହିଛି ?

  • ‘ଯିହୋବାଙ୍କ ମିତ ଅ—ଅନ୍ୟ ଭାଷାରେ ଚାର କର’ ନାମକ ଭିଡିଓର ଏକ ଶ୍ୟ । ଯେତେବେଳେ ସେହି ମହିଳା ଦେଖନ୍ତି ଯେ ସୋନୁ ଓ ରିଙ୍କି ତାଙ୍କ ଚୀନୀ ଭାଷାରେ ତାଙ୍କୁ ନମସ୍କାର କଲେ, ସେତେବେଳେ ସେ ବତ ଖୁସି ହେଲେ ।

    ସବୁ ଭାଷାର ଲୋକମାନଙ୍କ ପାଖରେ ସୁସମାଚାର ପହଞ୍ଚିବା ଜରୁରୀ

    ଆପଣଙ୍କ ଅଞ୍ଚଳରେ ଲୋକେ କେଉଁ କେଉଁ ଭାଷା କୁହନ୍ତି ?

  • ଯଦି ଆପଣ ଅନ୍ୟ ଭାଷା କହୁଥିବା ଜଣେ ବ୍ୟକ୍ତିଙ୍କୁ ଭେଟନ୍ତି ଯିଏ ଆଗ୍ରହ ଦେଖାନ୍ତି, ତେବେ ଆପଣ କʼଣ କରିବା ଉଚିତ୍‌ ?—ସଂଗଠିତ (ହିନ୍ଦୀ) ପୃ ୧୦୦-୧୦୧ ¶୩୯-୪୧

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ