୨୧-୨୭ ମାର୍ଚ୍ଚ
୧ ଶାମୁୟେଲ ୧୬-୧୭
ଗୀତ ୭ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯୁଦ୍ଧ ଯିହୋବାଙ୍କର ଅଟେ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୧ଶାମୁ ୧୬:୧୪—ଯିହୋବାଙ୍କ ମଞ୍ଜୁରି ହରାଇବା ପରେ ଶାଉଲଙ୍କ ସହ କʼଣ ହେଲା ? (ଇନସାଇଟ୍-୨ ପୃ ୮୭୧-୮୭୨)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୧ଶାମୁ ୧୬:୧-୧୩ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ସ୍ମାରକ ନିମନ୍ତ୍ରଣ: (୨ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧୧)
ସ୍ମାରକ ନିମନ୍ତ୍ରଣ: (୩ ମି.) ସାଙ୍ଗରେ କାମ କରୁଥିବା, ପଢ଼ୁଥିବା କିମ୍ବା କୌଣସି ସମ୍ପର୍କୀୟଙ୍କୁ ସ୍ମାରକ ପାଇଁ ଡାକନ୍ତୁ ଯାହାକୁ ଆପଣ ପୂର୍ବେ ସାକ୍ଷ୍ୟ ଦେଇଥିଲେ । (ଶିଖାଇବା ଅଧ୍ୟୟନ ୨)
ପୁନଃସାକ୍ଷାତ: (୩ ମି.) ଏପରି ବ୍ୟକ୍ତିଙ୍କୁ ପୁନଃସାକ୍ଷାତ କରନ୍ତୁ ଯାହାକୁ ଆପଣ ସ୍ମାରକ ନିମନ୍ତ୍ରଣ ଦେଇଥିଲେ ଏବଂ ଯିଏ ଆଗ୍ରହ ଦେଖାଇଥିଲେ । (ଶିଖାଇବା ଅଧ୍ୟୟନ ୪)
ପୁନଃସାକ୍ଷାତ: (୩ ମି.) ଏପରି ବ୍ୟକ୍ତିଙ୍କୁ ପୁନଃସାକ୍ଷାତ କରନ୍ତୁ ଯାହାକୁ ଆପଣ ସ୍ମାରକ ନିମନ୍ତ୍ରଣ ଦେଇଥିଲେ ଏବଂ ଯିଏ ଆଗ୍ରହ ଦେଖାଇଥିଲେ । ତାଙ୍କୁ ଆମ ୱେବସାଇଟ୍ ବିଷୟରେ କହନ୍ତୁ । (ଶିଖାଇବା ଅଧ୍ୟୟନ ୨୦)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଯିହୋବାଙ୍କ ଉପରେ ଭରସା କରିବାର ତିନୋଟି ଉପାୟ”: (୧୫ ମି.) ଆଲୋଚନା; ଅତ୍ୟାଚାରକୁ ଡରିବା ଆବଶ୍ୟକ ନାହିଁ ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବଚନର ପରିଚୟ ପ୍ରଶ୍ନ ୮-୧୦
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୩ ଏବଂ ପ୍ରାର୍ଥନା