ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମାର୍ଚ୍ଚ ପୃଷ୍ଠା ୧୬
  • ପ୍ରଚାର କରିବାର ନମୁନା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରଚାର କରିବାର ନମୁନା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ସ୍ମାରକ ନିମନ୍ତ୍ରଣ ଅଭିଯାନ (୧୯ ମାର୍ଚ୍ଚ–୧୫ ଏପ୍ରିଲ୍‌)
  • ପ୍ରଥମ ସାକ୍ଷାତa (୧-୧୮ ମାର୍ଚ୍ଚ, ୧୬-୩୦ ଏପ୍ରିଲ୍‌)
  • ପୁନଃସାକ୍ଷାତb
  • କଥାବାର୍ତ୍ତା କିପରି କରିବା ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମାର୍ଚ୍ଚ ପୃଷ୍ଠା ୧୬
ଜଣେ ପତିପନୀ ରାଜ୍ୟଘର ବାହାରେ ସମସ୍ତଙ୍କୁ ମର ସହ ଗତ କରୁଛନ୍ତି ।

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ପ୍ରଚାର କରିବାର ନମୁନା

ସ୍ମାରକ ନିମନ୍ତ୍ରଣ ଅଭିଯାନ (୧୯ ମାର୍ଚ୍ଚ–୧୫ ଏପ୍ରିଲ୍‌)

“ଆମେ ଆପଣଙ୍କୁ ଏକ ବିଶେଷ ସଭାକୁ ନିମନ୍ତ୍ରଣ କରୁଛୁ । ତାହା ହେଉଛି, ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁର ବାର୍ଷିକ ସ୍ମାରକ ଦିବସ । ଏହା ସାରା ପୃଥିବୀରେ ଲକ୍ଷ ଲକ୍ଷ ଲୋକ ପାଳନ କରିବେ । ଆମେ ଚାହୁଁ ଯେ ଆପଣ ମଧ୍ୟ ଆସନ୍ତୁ ।” ତାʼପରେ ସେହି ବ୍ୟକ୍ତିଙ୍କୁ ଛପା ଯାଇଥିବା କିମ୍ବା ଡିଜିଟାଲ୍‌ ନିମନ୍ତ୍ରଣ ପତ୍ର ଦିଅନ୍ତୁ । “ଏହି ନିମନ୍ତ୍ରଣ ପତ୍ରରେ ଲେଖାଅଛି ଯେ ଆମ ଅଞ୍ଚଳରେ ଏହି ସଭା କେବେ ଓ କେଉଁଠି ହେବ (କିମ୍ବା ଆପଣ ଏହି ସଭା ଅନଲାଇନ୍‌ କିପରି ଦେଖିପାରିବେ) । ଏହାର ଠିକ୍‌ ସପ୍ତାହେ ପୂର୍ବରୁ ଏକ ବିଶେଷ ଭାଷଣ ଦିଆଯିବ । ଏହି ସଭା ପାଇଁ ମଧ୍ୟ ଆପଣଙ୍କୁ ନିମନ୍ତ୍ରଣ କରୁଛୁ ।”

ଯଦି ଆଗ୍ରହ ଦେଖାନ୍ତି: ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁ ଭିଡିଓ ଦେଖାନ୍ତୁ (କିମ୍ବା ଇ-ମେଲ୍‌ କିମ୍ବା ମେସେଜ୍‌ ଜରିଆରେ ପଠାନ୍ତୁ) ।

ଆର ଥରକୁ: ଯୀଶୁ କାହିଁକି ନିଜ ଜୀବନ ଦେଲେ ?

ପ୍ରଥମ ସାକ୍ଷାତa (୧-୧୮ ମାର୍ଚ୍ଚ, ୧୬-୩୦ ଏପ୍ରିଲ୍‌)

ପ୍ରଶ୍ନ:ଯେପରି ଭାବେ ଡାକ୍ତର ଓ ନର୍ସ ନିଜ ଜୀବନକୁ ବିପଦରେ ପକାଇ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି, ଏବିଷୟରେ ଆପଣଙ୍କୁ କିପରି ଲାଗେ ?

ପଦ: ଯୋହ ୧୫:୧୩

ଆର ଥରକୁ: କʼଣ କେହି ଆପଣ (କିମ୍ବା ଆପଣଙ୍କ ପରିବାରକୁ) ସାହାଯ୍ୟ କରିଛନ୍ତି ଯଦିଓ ଆପଣ ସାହାଯ୍ୟ ମାଗି ନାହାନ୍ତି ?

ପୁନଃସାକ୍ଷାତb

ପ୍ରଶ୍ନ:କʼଣ କେହି ଆପଣ (କିମ୍ବା ଆପଣଙ୍କ ପରିବାରକୁ) ସାହାଯ୍ୟ କରିଛନ୍ତି ଯଦିଓ ଆପଣ ସାହାଯ୍ୟ ମାଗି ନାହାନ୍ତି ?

ପଦ: ମାଥି ୨୦:୨୮

ଆର ଥରକୁ: କʼଣ ମୁଁ ଆପଣଙ୍କୁ ଏକ ବିଶେଷ ସଭାକୁ ନିମନ୍ତ୍ରଣ କରିପାରିବି ? ସେହି ସଭାରେ ଆମେ ଏପରି ଜଣେ ବ୍ୟକ୍ତିଙ୍କୁ ମନେ ପକାଇବା ଯିଏ ଆମମାନଙ୍କ ପାଇଁ ନିଜ ଜୀବନ ଦେଲେ ।

a b ଆପଣ ନିଜ ଅଞ୍ଚଳର ପରିସ୍ଥିତି ଅନୁସାରେ ପ୍ରଶ୍ନ ବଦଳାଇପାରିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ