ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମେ ପୃଷ୍ଠା ୫
  • “ପ୍ରେମ . . . ସମସ୍ତ ଭରସା କରେ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ପ୍ରେମ . . . ସମସ୍ତ ଭରସା କରେ”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • “ପ୍ରେମ . . . ଅହଙ୍କାର କରେ ନାହିଁ ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଆମ ଆଶା କାହାଣୀ ନୁହେଁ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମେ ପୃଷ୍ଠା ୫

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

“ପ୍ରେମ . . . ସମସ୍ତ ଭରସା କରେ”

ଆମେ ଭାଇଭଉଣୀମାନଙ୍କୁ ବିନା କୌଣସି ସ୍ୱାର୍ଥରେ ପ୍ରେମ କରୁ, ତେଣୁ ଆଶା କରୁ ଯେ ସେମାନେ ସଠିକ୍‌ କାମ କରିବେ । (୧କରି ୧୩:୪, ୭) ଉଦାହରଣ ପାଇଁ, ଯଦି ଜଣେ ଭାଇ ପାପ କରେ ଏବଂ ପ୍ରାଚୀନମାନେ ତାଙ୍କୁ ସୁଧାର କରିବା ପାଇଁ ପରାମର୍ଶ ଦିଅନ୍ତି, ତେବେ ଆମେ ଆଶା କରିବା ଯେ ସେହି ଭାଇ ପ୍ରାଚୀନମାନଙ୍କ କଥା ଶୁଣିବ ଏବଂ ନିଜଠାରେ ସୁଧାର କରିବ । ଯେଉଁମାନଙ୍କ ବିଶ୍ୱାସ ଦୁର୍ବଳ ଅଛି, ଆମେ ସେମାନଙ୍କ ଦୁର୍ବଳତାକୁ ସହୁ ଏବଂ ତାଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରୁ । (ରୋମୀ ୧୫:୧) ଯଦି କେହି ମଣ୍ଡଳୀକୁ ଛାଡ଼ି ଚାଲିଯାʼନ୍ତି, ତେବେ ଆମେ ଆଶା ରଖୁ ଯେ ସେ ଦିନେ ଫେରି ଆସିବେ ।—ଲୂକ ୧୫:୧୭, ୧୮.

ମନେ ରଖନ୍ତୁ ଯେ ପ୍ରେମ—ସମସ୍ତ ଭରସା କରେ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଅବ୍‌ନର ପ୍ରଥମେ କାହା ଆଡ଼କୁ ଥିଲେ, କିନ୍ତୁ ପରେ ସେ କାହା ଆଡ଼କୁ ହୋଇଗଲେ ?

  • ଅବ୍‌ନରଙ୍କ ଅନୁରୋଧ ଶୁଣି ଦାଉଦ କʼଣ କଲେ ? ଏବଂ ଯୋୟାବ କʼଣ କଲା ?

  • ଆମେ କାହିଁକି ଆଶା କରିବା ଉଚିତ୍‌ ଯେ ଆମ ଭାଇଭଉଣୀ ସଠିକ୍‌ କାମ କରିବେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ