ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜୁଲାଇ ପୃଷ୍ଠା ୧୨
  • ୨୨-୨୮ ଅଗଷ୍ଟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୨-୨୮ ଅଗଷ୍ଟ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜୁଲାଇ ପୃଷ୍ଠା ୧୨

୨୨-୨୮ ଅଗଷ୍ଟ

୧ ରାଜାବଳୀ ୭

  • ଗୀତ ୭ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଦୁଇଟି ସ୍ତମ୍ଭର ନାମର ବହୁତ ଗଭୀର ଅର୍ଥ”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ୧ରାଜା ୭:୨୩—ତମ୍ବାର ବଡ଼ ‘ସମୂଦ୍ର ରୂପ ପାତ୍ର’ କାହିଁକି ତିଆରି କରାଯାଇଥିଲା ଏବଂ ଏଥିରୁ ଆମେ କʼଣ ଶିଖୁ ? (ଇନସାଇଟ୍‌-୧ ପୃ ୨୬୩)

    • ଏ ସପ୍ତାହର ଅଧ୍ୟାୟରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ୧ରାଜା ୭:୧-୧୨ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୬)

  • ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । (ଶିଖାଇବା ଅଧ୍ୟୟନ ୩)

  • ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ପାଠ ୦୬ ପଏଣ୍ଟ ନଂ. ୬ ଏବଂ କିଛି ଲୋକ କହନ୍ତି (ଶିଖାଇବା ଅଧ୍ୟୟନ ୮)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୭୨

  • ମଣ୍ଡଳୀର ଆବଶ୍ୟକତା: (୫ ମି.)

  • “ସେପ୍ଟେମ୍ବର ମାସରେ ବାଇବଲ ଅଧ୍ୟୟନ ଆରମ୍ଭ କରିବା ପାଇଁ ବିଶେଷ ଅଭିଯାନ”: (୧୦ ମି.) ଜଣେ ସେବା ଅଧ୍ୟକ୍ଷଙ୍କ ଦ୍ୱାରା ଆଲୋଚନା । କହନ୍ତୁ ଯେ ଆପଣଙ୍କ ମଣ୍ଡଳୀରେ ଅଭିଯାନ କିପରି କରାଯିବ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୧୭

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୧୩ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ