ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ନଭେମ୍ବର ପୃଷ୍ଠା ୫
  • ନିଜ ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କୁ କେବେ ବି ଛାଡ଼ନ୍ତୁ ନାହିଁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିଜ ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କୁ କେବେ ବି ଛାଡ଼ନ୍ତୁ ନାହିଁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ଉପରେ ଆଶା ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଆୟୁବ କିଏ ଥିଲେ ?
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଆପଣଙ୍କୁ ମନେ ଅଛି କି ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ନଭେମ୍ବର ପୃଷ୍ଠା ୫

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ନିଜ ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କୁ କେବେ ବି ଛାଡ଼ନ୍ତୁ ନାହିଁ

ଆୟୁବଙ୍କ ସମ୍ପର୍କୀୟମାନେ ତାଙ୍କ ସହ କୌଣସି ସମ୍ପର୍କ ରଖିଲେ ନାହିଁ (ଆୟୁ ୧୯:୧୩)

ଛୋଟ ପିଲାମାନେ ଓ ଆୟୁବଙ୍କ ଦାସମାନେ ମଧ୍ୟ ତାଙ୍କର ଆଦର କଲେ ନାହିଁ (ଆୟୁ ୧୯:୧୬, ୧୮)

ଆୟୁବଙ୍କ ପ୍ରକୃତ ସାଙ୍ଗମାନେ ମଧ୍ୟ ତାଙ୍କ ବିରୁଦ୍ଧରେ ହୋଇଗଲେ (ଆୟୁ ୧୯:୧୯)

ଜଣେ ସ୍ୱାମୀ ସ୍ତ୍ରୀ ଏପରି ଭଉଣୀଙ୍କ ସାହାଯ୍ୟ କରୁଛନ୍ତି ଯିଏ କଷ୍ଟରେ ଅଛନ୍ତି । ସେହି ଭାଇଙ୍କ ସ୍ତ୍ରୀ ବହୁତ ଧ୍ୟାନର ସହ ଭଉଣୀଙ୍କ କଥା ଶୁଣୁଛନ୍ତି ଓ ଭାଇ ସେହି ଭଉଣୀଙ୍କର ରୋଷେଇ ଘରେ ସିଙ୍କ୍‌ର ମରାମତି କରୁଛନ୍ତି ।

ନିଜକୁ ପଚାରନ୍ତୁ, ‘ଯେବେ କୌଣସି ଭାଇ କିମ୍ବା ଭଉଣୀ ସମସ୍ୟାର ସାମନା କରନ୍ତି, ତେବେ ମଧ୍ୟ ମୁଁ ନିଜ ପ୍ରେମ କିପରି ଦେଖାଇପାରିବି ?’—ହିତୋ ୧୭:୧୭; ପ୍ର୨୨.୦୧-ହି ପୃ ୧୬ ¶୯; ପ୍ର୨୧.୦୯-ହି ପୃ ୩୦ ¶୧୬; ପ୍ର୯୧-ହି ୫/୧ ପୃ ୧୪-୧୫ ¶୨୦.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ