ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ଜୁଲାଇ ପୃଷ୍ଠା ୧୪-୧୫
  • ୨୫-୩୧ ଅଗଷ୍ଟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୫-୩୧ ଅଗଷ୍ଟ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ଜୁଲାଇ ପୃଷ୍ଠା ୧୪-୧୫

୨୫-୩୧ ଅଗଷ୍ଟ

ହିତୋପଦେଶ ୨୮

ଗୀତ ୧୫୦ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଦୁଷ୍ଟ ଓ ଧାର୍ମିକ ବ୍ୟକ୍ତିମାନଙ୍କ ମଧ୍ୟରେ ପାର୍ଥକ୍ୟ

(୧୦ ମି.)

ଦୁଷ୍ଟ ବ୍ୟକ୍ତି ଡରୁଆ ଥାଏ କିନ୍ତୁ ଧାର୍ମିକ ବ୍ୟକ୍ତି ସାହସୀ ଥାଏ (ହିତୋ ୨୮:୧; ପ୍ର୯୩-ଇଂ ୫/୧୫ ପୃ ୨୬ ¶୨)

ଦୁଷ୍ଟ ବ୍ୟକ୍ତି କୌଣସି ମାମଲାକୁ ସଠିକ୍‌ ଦୃଷ୍ଟିକୋଣରେ ଦେଖେ ନାହିଁ, କିନ୍ତୁ ଧାର୍ମିକ ବ୍ୟକ୍ତି ସଠିକ୍‌ ନିଷ୍ପତ୍ତି ନିଏ (ହିତୋ ୨୮:୫; ଇନସାଇଟ୍‌-୨ ପୃ ୧୧୩୯ ¶୩)

ଯଦିଓ ଧାର୍ମିକ ବ୍ୟକ୍ତି ଗରିବ ଥାଏ, ତଥାପି ଦୁଷ୍ଟ ବ୍ୟକ୍ତିଠାରୁ ତାʼର ଅଧିକ ମହତ୍ତ୍ୱ ଥାଏ (ହିତୋ ୨୮:୬; ଇନସାଇଟ୍‌-୧ ପୃ ୧୨୧୧ ¶୪)

ଜଣେ ଭାଇ ଜେଲରେ ତଳେ ବସି ଉପର ଆଡ଼କୁ ଚାହୁଁଛନ୍ତି ଏବଂ ପୂରା ବିଶ୍ୱାସର ସହ ପ୍ରାର୍ଥନା କରୁଛନ୍ତି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ହିତୋ ୨୮:୧୪—ଏହି ହିତୋପଦେଶରେ କʼଣ ଚେତାବନୀ ଦିଆଯାଇଛି ? (ପ୍ର୦୧-ହି ୧୨/୧ ପୃ ୧୧-୧୨ ¶୨)

  • ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ହିତୋ ୨୮:୧-୧୭ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଯୁଦ୍ଧ ଓ ହିଂସା ଶେଷ ହୋଇଯିବ, ଏବିଷୟରେ ଆଲୋଚନା କରନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୫)

୫. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଯୁଦ୍ଧ ଓ ହିଂସା ଶେଷ ହୋଇଯିବ, ଏବିଷୟରେ ଆଲୋଚନା କରନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୪)

୬. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ଯୁଦ୍ଧ ଓ ହିଂସା ଶେଷ ହୋଇଯିବ, ଏବିଷୟରେ ଆଲୋଚନା କରନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୪)

୭. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଯୁଦ୍ଧ ଓ ହିଂସା ଶେଷ ହୋଇଯିବ, ଏବିଷୟରେ ଆଲୋଚନା କରନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୩୩

୮. କʼଣ ଆପଣ ହିଂସାକୁ ଘୃଣା କରନ୍ତି ?

(୬ ମି.) ଆଲୋଚନା ।

ଜଣେ ପୁଅର ପୂରା ଧ୍ୟାନ ଭିଡିଓ ଗେମ୍‌ ଖେଳିବାରେ ରହିଛି ।

ହିଂସା ଶୟତାନଠାରୁ ଉତ୍ପନ୍ନ । ଯୀଶୁ କହିଲେ ଯେ ଶୟତାନ “ନରଘାତକ ।” (ଯୋହ ୮:୪୪) ଯେବେ ଅନ୍ୟ ସ୍ୱର୍ଗଦୂତମାନେ ଶୟତାନର ଏହି ବିଦ୍ରୋହରେ ସହଯୋଗ କରିବାକୁ ଲାଗିଲେ, ତେବେଠାରୁ ଦୁନିଆରେ ହଣାକଟା ଆହୁରି ବଢ଼ିବାକୁ ଲାଗିଲା ଏବଂ ପରମେଶ୍ୱରଙ୍କ ଦୃଷ୍ଟିରେ ସାରା ଦୁନିଆ ଭ୍ରଷ୍ଟ ହୋଇସାରିଥିଲା । (ଆଦି ୬:୧୧) ଆମେ ଶୟତାନର ଦୁଷ୍ଟ ଦୁନିଆର ବିନାଶର ପାଖେଇ ଆସିଛୁ, ତେଣୁ ଅନେକ ଲୋକ ପ୍ରଚଣ୍ଡ ହୋଇଯାଉଛନ୍ତି ଏବଂ ସେମାନେ ନିଜକୁ କାବୁ ହିଁ କରିପାରନ୍ତି ନାହିଁ ।—୨ତୀମ ୩:୧, ୩.

ଗୀତସଂହିତା ୧୧:୫ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଦୌରାତ୍ମ୍ୟପ୍ରିୟ ବା ହିଂସାକୁ ପ୍ରେମ କରୁଥିବା ବ୍ୟକ୍ତିମାନଙ୍କ ବିଷୟରେ ଯିହୋବା କʼଣ ଭାବନ୍ତି ଏବଂ କାହିଁକି ?

  • କିଛି ପ୍ରକାରର ଖେଳ ଓ ମନୋରଞ୍ଜନରୁ କିପରି ଜଣାପଡ଼େ ଯେ ହିଂସା ପ୍ରତି ଲୋକମାନଙ୍କର ଆଗ୍ରହ ବଢ଼ିଚାଲିଛି ?

ହିତୋପଦେଶ ୨୨:୨୪, ୨୫ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଆମେ ଯେଉଁଭଳି ମନୋରଞ୍ଜନ କରୁ ଓ ଯେଉଁ ଲୋକମାନଙ୍କ ସହିତ ସମୟ ବିତାଉ, ତାହାର ପ୍ରଭାବ କିପରି ହିଂସା ବିଷୟରେ ଥିବା ଆମ ଚିନ୍ତାଧାରା ଉପରେ ପଡ଼ିପାରେ ?

  • ଆମେ ଯେଉଁଭଳି ମନୋରଞ୍ଜନ କରୁ, ସେଥିରୁ କିପରି ଜଣାପଡ଼େ ଯେ ଆମେ ହିଂସାକୁ ପ୍ରେମ କରୁ ନା ନାହିଁ ?

୯. ସେପ୍ଟେମ୍ବର ମାସରେ ବିଶେଷ ଅଭିଯାନ

(୯ ମି.)

ସେବା ଅଧ୍ୟକ୍ଷଙ୍କ ଭାଷଣ । ସମସ୍ତଙ୍କୁ ଉତ୍ସାହର ସହ ଅଭିଯାନରେ ଭାଗ ନେବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ । କହନ୍ତୁ ଯେ ଆପଣଙ୍କ ମଣ୍ଡଳୀରେ ଅଭିଯାନ କିପରି କରାଯିବ ।

ଶେଷରେ ହେବ ଶାନ୍ତି ! (୨୦୨୨ ଅଧିବେଶନର ଗୀତ) ଭିଡିଓ ଦେଖାନ୍ତୁ ।

୧୦. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୧୨-୧୩

ଶେଷ ଟିପ୍ପଣୀ (୩ ମି.) | ଗୀତ ୩୫ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ