ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ଜୁଲାଇ ପୃଷ୍ଠା ୧୨-୧୩
  • ୧୮-୨୪ ଅଗଷ୍ଟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୮-୨୪ ଅଗଷ୍ଟ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ଜୁଲାଇ ପୃଷ୍ଠା ୧୨-୧୩

୧୮-୨୪ ଅଗଷ୍ଟ

ହିତୋପଦେଶ ୨୭

ଗୀତ ୧୦୨ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ପ୍ରକୃତ ସାଙ୍ଗ କାହାକୁ କୁହାଯାଏ ?

(୧୦ ମି.)

ଯିଏ ଆମକୁ ସାହସର ସହ ପରାମର୍ଶ ଦିଏ (ହିତୋ ୨୭:୫, ୬; ପ୍ର୧୯.୦୯-ହି ପୃ ୫ ¶୧୨)

ଯିଏ ଆମର ସମ୍ପର୍କୀୟମାନଙ୍କଠାରୁ ଅଧିକ ଆମକୁ ବୁଝେ ଓ ଆମକୁ ସାହାଯ୍ୟ କରେ (ହିତୋ ୨୭:୧୦; ଇନସାଇଟ୍‌-୨ ପୃ ୪୯୧ ¶୩)

ଯିଏ ଆମକୁ ଭଲ ମଣିଷ ହେବା ପାଇଁ ସାହାଯ୍ୟ କରେ (ହିତୋ ୨୭:୧୭; ପ୍ର୨୩.୦୯ ପୃ ୯-୧୦ ¶୭)

ଡାକ୍ତର ସହ କଥା ହେବା ପାଇଁ ଜଣେ ଯୁବା ଭାଇ ବୃଦ୍ଧ ଭାଇଙ୍କୁ ସାହାଯ୍ୟ କରୁଛନ୍ତି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ହିତୋ ୨୭:୨୧—ଯେବେ ଆମର ପ୍ରଶଂସା କରାଯାଏ, ତେବେ କିପରି ଆମର ପରୀକ୍ଷା ହୁଏ ? (ପ୍ର୦୬-ହି ୧୦/୧ ପୃ ୬ ¶୬)

  • ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ହିତୋ ୨୭:୧-୧୭ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଘରମାଲିକ ଅନ୍ୟ କୌଣସି ଧର୍ମକୁ ବିଶ୍ୱାସ କରନ୍ତି । (ଲୋକଙ୍କୁ ପ୍ରେମ ପାଠ ୬ ପଏଣ୍ଟ ନଂ. ୫)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଶିକ୍ଷା ଉପକରଣ ବକ୍ସରୁ ଗୋଟିଏ ଭିଡିଓ ଦେଖାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୩)

୬. ଭାଷଣ

(୫ ମି.) ପ୍ର୨୫.୦୨ ପୃ ୧୫-୧୬ ¶୫-୬, ୮-୯—ବିଷୟ: ଯଦି କୌଣସି ସାଙ୍ଗ ଆମକୁ ଦୁଃଖ ପହଞ୍ଚାଏ, ତାହେଲେ ଆମେ କʼଣ କରିବା ଉଚିତ୍‌ ? (ଶିଖାଇବା ଅଧ୍ୟୟନ ୧୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୦୯

୭. ପ୍ରକୃତ ସାଙ୍ଗ “ଦୁର୍ଦ୍ଦଶା କାଳ ନିମନ୍ତେ ଜାତ ଅଟେ”

(୧୫ ମି.) ଆଲୋଚନା ।

ଯିହୋବା ଆମକୁ ଏପରି ଭାଇଭଉଣୀ ଦେଇଛନ୍ତି ଯେଉଁମାନେ ସାରା ଦୁନିଆରେ ରହନ୍ତି, ଆମେ ସେମାନଙ୍କୁ ଭଲ ସାଙ୍ଗ କରିପାରୁ । ହୁଏତ ଆମେ ମଣ୍ଡଳୀରେ ଏପରି ଭାଇଭଉଣୀମାନଙ୍କ ସହ ସାଙ୍ଗ ହେଉ । କିନ୍ତୁ ଆମେ କେତେ ଜଣଙ୍କ ସହ ଗଭୀର ଭାବେ ସାଙ୍ଗ ହେଉ ? ଗଭୀର ଭାବେ ସାଙ୍ଗ ହେବା ପାଇଁ ଆମେ ପରସ୍ପରକୁ ବୁଝିବା, ଭରସା କରିବା, ନିଜ ହୃଦୟର କଥା କହିବା, ସାଙ୍ଗରେ ମିଶି କିଛି କରିବା ଓ ପରସ୍ପରକୁ ସାହାଯ୍ୟ କରିବା ଜରୁରୀ । ଏହା ଦେଖାଏ ଯେ ଅନ୍ୟମାନଙ୍କ ସହିତ ଗଭୀର ସାଙ୍ଗ ହେବା ପାଇଁ ଓ ତାହାକୁ ତୁଲାଇବା ପାଇଁ ସମୟ ଏବଂ ପରିଶ୍ରମ ଲାଗେ ।

ହିତୋପଦେଶ ୧୭:୧୭ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ମହାକ୍ଳେଶ ଆରମ୍ଭ ହେବା ପୂର୍ବରୁ ଆମେ କାହିଁକି ଭାଇଭଉଣୀମାନଙ୍କ ସହିତ ଆହୁରି ଗଭୀର ଭାବେ ସାଙ୍ଗ ହେବା ଉଚିତ୍‌ ?

୨ କରିନ୍ଥୀୟ ୬:୧୨, ୧୩ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଏହି ପଦଗୁଡ଼ିକରେ ଲେଖାଥିବା କଥାଗୁଡ଼ିକୁ ମାନି ଆମେ କିପରି ଅନ୍ୟମାନଙ୍କ ସହିତ ସାଙ୍ଗ ହୋଇପାରିବା ?

“ସବୁ ବିଷୟର କାଳ ଅଛି”​—⁠ସାଙ୍ଗ କରିବା ପାଇଁ ସମୟ ଲାଗେ ଭିଡିଓର ଦୃଶ୍ୟ । ଅଗଷ୍ଟ ଓ ବ୍ୟାନ ବାସକେଟ୍‌ ବଲ୍‌ ଖେଳୁଥିବା ଜାଗାରେ ବେଞ୍ଚରେ ବସିଛନ୍ତି ।

“ସବୁ ବିଷୟର କାଳ ଅଛି”—ସାଙ୍ଗ କରିବା ପାଇଁ ସମୟ ଲାଗେ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଏହି ଭିଡିଓରୁ ଆପଣ ସାଙ୍ଗ କରିବା ଓ ତାହାକୁ ତୁଲାଇବା ବିଷୟରେ କʼଣ ଶିଖିଲେ ?

ସାଙ୍ଗ କରିବା ଗଛ ଲଗାଇବା ଭଳି ଅଟେ । ଯେବେ ଆପଣ ପ୍ରଥମ ଥର କାହାରିକୁ ଭେଟନ୍ତି ଓ ଖୁସିର ସହ ତାଙ୍କୁ ଦେଖନ୍ତି, ତେବେ ଆପଣ ସାଙ୍ଗ କରିବାର ବୀଜ ବୁଣନ୍ତି । ତାʼପରେ ଯେବେ ଆପଣ ତାʼର ଚିନ୍ତା କରନ୍ତି ଓ ତାʼପାଇଁ କିଛି କରନ୍ତି, ତେବେ ଆପଣ ସେଥିରେ ପାଣି ଦିଅନ୍ତି । ବନ୍ଧୁତାକୁ ଦୃଢ଼ କରିବା ପାଇଁ ସମୟ ଲାଗେ, ତେଣୁ ଧୈର୍ଯ୍ୟ ଧରନ୍ତୁ । ଏପରି କଲେ ଆପଣଙ୍କ ବନ୍ଧୁତା ସବୁଦିନ ପାଇଁ ରହିବ ।

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୧୦-୧୧

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୧୮ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ