ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ନଭେମ୍ବର ପୃଷ୍ଠା ୧୦-୧୧
  • ୮-୧୪ ଡିସେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୮-୧୪ ଡିସେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ନଭେମ୍ବର ପୃଷ୍ଠା ୧୦-୧୧

୮-୧୪ ଡିସେମ୍ବର

ଯିଶାଇୟ ୬-୮

ଗୀତ ୭୫ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିଶାଇୟ ସ୍ୱର୍ଗ ଆଡ଼କୁ ଦେଖୁଛନ୍ତି ଏବଂ ଯିହୋବାଙ୍କ ସନ୍ଦେଶ ଶୁଣାଇବା ପାଇଁ ଆଗକୁ ଆସୁଛନ୍ତି ।

୧. “ମୁଁ ଅଛି; ମୋତେ ପଠାଅ ।”

(୧୦ ମି.)

ଯେବେ ଈଶ୍ୱର ପଚାରିଲେ ଯେ କାହାକୁ ଭବିଷ୍ୟଦ୍‌ବକ୍ତାର କାମ ଦିଆଯିବ, ତେବେ ଯିଶାଇୟ ତୁରନ୍ତ ଆଗକୁ ଆସିଲେ (ଯିଶା ୬:୮; ଯିଶାଇୟ-୧ (ହିନ୍ଦୀ) ପୃ ୯୩-୯୫ ¶୧୩-୧୪)

ଯିଶାଇୟଙ୍କୁ ମିଳିଥିବା କାମ ସହଜ ନ ଥିଲା (ଯିଶା ୬:୯, ୧୦; ଯିଶାଇୟ-୧ (ହିନ୍ଦୀ) ପୃ ୯୫-୯୬ ¶୧୫-୧୬)

ଅନେକ ଲୋକ ଯେପରି ଯିଶାଇୟଙ୍କ କଥା ଶୁଣିଲେ ନାହିଁ, ସେହିପରି ଅନେକ ଲୋକ ଯୀଶୁଙ୍କର ମଧ୍ୟ କଥା ଶୁଣିଲେ ନାହିଁ (ମାଥି ୧୩:୧୩-୧୫; ଯିଶାଇୟ-୧ (ହିନ୍ଦୀ) ପୃ ୯୯-୧୦୦ ¶୨୩)

ଗୋଟିଏ ବଜାରରେ ଯିଶାଇୟ ଇସ୍ରାଏଲୀୟମାନଙ୍କୁ ଯିହୋବାଙ୍କର ସନ୍ଦେଶ ଶୁଣାଉଛନ୍ତି । କିଛି ଇସ୍ରାଏଲୀୟ ତାଙ୍କ ଉପରେ କୌଣସି ଧ୍ୟାନ ଦେଉ ନାହାନ୍ତି ଓ ଆଉ କିଛି ଇସ୍ରାଏଲୀୟ ରାଗିକି ସେଠାରୁ ଯାଉଛନ୍ତି ।

ଚିନ୍ତନ ପାଇଁ: ଯିଶାଇୟଙ୍କ ଭଳି ମୁଁ ମଧ୍ୟ କିପରି ଯିହୋବା ଓ ଅନ୍ୟମାନଙ୍କ ସେବା ପାଇଁ ଆଗକୁ ଆସିପାରିବି ?

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଯିଶା ୭:୩, ୪—ଯିହୋବା କାହିଁକି ଦୁଷ୍ଟ ରାଜା ଆହସଙ୍କୁ ରକ୍ଷା କରିବା ପାଇଁ ପ୍ରତିଜ୍ଞା କଲେ ? (ପ୍ର୦୬-ହି ୧୨/୧ ପୃ ୧୩ ¶୪)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଯିଶା ୮:୧-୧୩ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଲୋକଙ୍କୁ ପ୍ରେମ ପୁସ୍ତିକାରୁ ଆଉ କିଛି ପରାମର୍ଶ—କ, ବାଇବଲରୁ କୌଣସି କଥା କିପରି କହିବି । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୫)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲରୁ ଶିଖିବା ପାଇଁ ଚାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)

୬. ପୁଣିଥରେ ଭେଟିବା ସମୟରେ

(୫ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ କହନ୍ତୁ ଯେ ବାଇବଲ ଅଧ୍ୟୟନ କିପରି କରାଯାଏ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୫)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୮୩

୭. ଆମେ ଘର ଘର ପ୍ରଚାର ପାଇଁ ଜଣାଯାଉ

(୧୫ ମି.) ଆଲୋଚନା ।

ଯିହୋବାଙ୍କ ସାକ୍ଷୀମାନେ ଘର ଘର ପ୍ରଚାର ପାଇଁ ଜଣାଯାʼନ୍ତି । ଏପରି କରି ସେମାନେ ଯୀଶୁ ଏବଂ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ଉଦାହରଣରେ ଚାଲନ୍ତି ।—ଲୂକ ୧୦:୫; ପ୍ରେରି ୫:୪୨.

କୋଭିଡ୍‌-୧୯ ମହାମାରୀ ସମୟରେ ଆମେ ଘର ଘର ପ୍ରଚାର କରିପାରି ନ ଥାʼନ୍ତୁ । ତେଣୁ ଆମେ ସୁଯୋଗ ଦେଖି ସାକ୍ଷ୍ୟ ଦେବା, ଚିଠି ଲେଖି ଓ ଫୋନ୍‌ ଜରିଆରେ ଲୋକଙ୍କୁ ସାକ୍ଷ୍ୟ ଦେବା ଜାରି ରଖିଲୁ । ଏପରି ଭାବେ ଆମେ ଭିନ୍ନ ଭିନ୍ନ ଉପାୟରେ ସାକ୍ଷ୍ୟ ଦେବାର ନିଜ ଦକ୍ଷତା ବଢ଼ାଇ ପାରିଲୁ । କିନ୍ତୁ ଘର ଘର ଯାଇ ପ୍ରଚାର କରିବା ଏବେ ମଧ୍ୟ ଖୁସିର ଖବର ଶୁଣାଇବାର ସବୁଠାରୁ ମୁଖ୍ୟ ଉପାୟ । କʼଣ ଆପଣ ଲଗାତାର ଘର ଘର ପ୍ରଚାରରେ ଭାଗ ନେଇପାରିବେ?

ଘର ଘର ପ୍ରଚାର କରିବା ଯୋଗୁଁ ଆମେ କିପରି . . .

  • ଗୋଟିଏ ଅଞ୍ଚଳର ସମସ୍ତ ଲୋକଙ୍କୁ ସାକ୍ଷ୍ୟ ଦେଇପାରୁ ?

  • ଶିଖାଇବାର ଦକ୍ଷତା ବଢ଼ାଇପାରୁ ?

  • ଭଲ ଗୁଣଗୁଡ଼ିକ ବଢ଼ାଇପାରୁ, ଯେପରି ସାହସ ଦେଖାଇବା, ତ୍ୟାଗ କରିବା ଏବଂ ଭେଦଭାବ ନ କରିବା ?

  • ବାଇବଲ ଅଧ୍ୟୟନ ଆରମ୍ଭ କରିପାରୁ ?

“ସବୁ ପାଗରେ ପ୍ରଚାର” ଭିଡିଓର ଦୃଶ୍ୟ । ଦୁଇଜଣ ଭଉଣୀ ଘର ଘର ପ୍ରଚାର କରୁଛନ୍ତି ଏବଂ ଜଣେ ସ୍ତ୍ରୀକୁ ସାକ୍ଷ୍ୟ ଦେଉଛନ୍ତି ।

ସବୁ ପାଗରେ ପ୍ରଚାର ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଫେରୋ ଦ୍ୱୀପ ସମୂହର ଭାଇଭଉଣୀମାନେ ପ୍ରଚାର କରିବା ପାଇଁ ଯେଉଁ ତ୍ୟାଗ କରନ୍ତି, ସେଥିରୁ ଆପଣ କʼଣ ଶିଖିଲେ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୪୨-୪୩

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୨୩ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ