ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ନଭେମ୍ବର ପୃଷ୍ଠା ୯
  • ୧-୭ ଡିସେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧-୭ ଡିସେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ନଭେମ୍ବର ପୃଷ୍ଠା ୯

୧-୭ ଡିସେମ୍ବର

ଯିଶାଇୟ ୩-୫

ଗୀତ ୧୩୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଯିହୋବାଙ୍କ ପାଇଁ ତାଙ୍କ ଲୋକମାନଙ୍କଠାରୁ ଏହା ଆଶା ରଖିବା ଠିକ୍‌ ଥିଲା ଯେ ସେମାନେ ତାଙ୍କର ଆଜ୍ଞା ମାନନ୍ତୁ

(୧୦ ମି.)

ଯିହୋବା ଧ୍ୟାନର ସହ “ଗୋଟିଏ ଦ୍ରାକ୍ଷାକ୍ଷେତ୍ର” ଲଗାଇଲେ ଏବଂ ସେଥିରୁ ଭଲ ଫଳ ପାଇବାର ଆଶା ରଖିଲେ । (ଯିଶା ୫:୧, ୨, ୭; ଯିଶାଇୟ-୧ (ହିନ୍ଦୀ) ପୃ ୭୩-୭୪ ¶୩-୫; ପୃ ୭୬ ¶୮-୯)

କିନ୍ତୁ ଯିହୋବାଙ୍କ ଦ୍ରାକ୍ଷାକ୍ଷେତ୍ରରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା (ଯିଶା ୫:୪; ପ୍ର୦୬-ଇଂ ୬/୧୫ ପୃ ୧୮ ¶୧)

ଯିହୋବା ପ୍ରତିଜ୍ଞା କଲେ ଯେ ସେ ସେହି ଦ୍ରାକ୍ଷାକ୍ଷେତ୍ରକୁ ଉଜାଡ଼ କରିବେ (ଯିଶା ୫:୫, ୬; ପ୍ର୦୬-ଇଂ ୬/୧୫ ପୃ ୧୮ ¶୨)

ଦ୍ରାକ୍ଷାକ୍ଷେତ୍ରର ଜଣେ ମାଳୀ ଅଙ୍ଗୁରର ପରିସ୍ଥିତି ଦେଖି ନିରାଶ ଅଛି ।

ନିଜକୁ ପଚାରନ୍ତୁ: ‘ଯିହୋବାଙ୍କୁ ଦୁଃଖି ନ କରିବା ପାଇଁ ଏହି ପଦଗୁଡ଼ିକରୁ ମୋତେ କିପରି ପ୍ରୋତ୍ସାହନ ମିଳେ ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଯିଶା ୫:୮, ୯—ଇସ୍ରାଏଲୀୟମାନେ ଏପରି କʼଣ କରୁଥିଲେ, ଯାହାଯୋଗୁଁ ଯିହୋବା ସେମାନଙ୍କୁ ରାଗି ଯାଇଥିଲେ ? (ଯିଶାଇୟ-୧ (ହିନ୍ଦୀ) ପୃ ୮୦ ¶୧୮-୧୯)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଯିଶା ୫:୧-୧୨ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଶିକ୍ଷା ଉପକରଣ ବକ୍ସରୁ ଗୋଟିଏ ଭିଡିଓ ଦେଖାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୫)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣଙ୍କୁ JW ଲାଇବ୍ରେରୀ ଆପ୍‌ ବିଷୟରେ ଜଣାନ୍ତୁ ଏବଂ ଡାଉନଲୋଡ୍‌ କରିବା ପାଇଁ ସାହାଯ୍ୟ କରନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୫)

୬. ବାଇବଲ ଅଧ୍ୟୟନ ସମୟରେ

(୫ ମି.) ଆପଣଙ୍କ ବିଦ୍ୟାର୍ଥୀଙ୍କୁ ପରିବାର ତରଫରୁ ବିରୋଧର ସାମନା କରିବାକୁ ପଡ଼ୁଛି, ତାଙ୍କର ଉତ୍ସାହ ବଢ଼ାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧୨ ପଏଣ୍ଟ ନଂ. ୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୬୫

୭. ମଣ୍ଡଳୀର ଆବଶ୍ୟକତା

(୧୫ ମି.)

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୪୦-୪୧

ଶେଷ ଟିପ୍ପଣୀ (୩ ମି.) | ଗୀତ ୪ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ