ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ଅକ୍ଟୋବର ପୃଷ୍ଠା ୩୨
  • ଅଧ୍ୟୟନ ପାଇଁ ପରାମର୍ଶ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅଧ୍ୟୟନ ପାଇଁ ପରାମର୍ଶ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଆମ ଜ୍ଞାନରେ ହୋଇଥିବା ପରିବର୍ତ୍ତନ ବିଷୟରେ ନୂଆ ତଥ୍ୟ କେଉଁଠୁ ପାଇବା ?
  • ଅନୁସନ୍ଧାନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଅଧ୍ୟୟନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ରାଜ୍ୟଘରର ଲାଇବ୍ରେରୀରୁ ଆମେ କିପରି ଲାଭ ପାଇପାରିବା ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
  • କʼଣ ଯିହୋବାଙ୍କ ସାକ୍ଷୀମାନେ ସତ୍ୟ ଖ୍ରୀଷ୍ଟିୟାନ ଅଟନ୍ତି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ଅକ୍ଟୋବର ପୃଷ୍ଠା ୩୨

ଅଧ୍ୟୟନ ପାଇଁ ପରାମର୍ଶ

ଆମ ଜ୍ଞାନରେ ହୋଇଥିବା ପରିବର୍ତ୍ତନ ବିଷୟରେ ନୂଆ ତଥ୍ୟ କେଉଁଠୁ ପାଇବା ?

ଆଜି ଆମେ ରୋମାଞ୍ଚକ ସମୟରେ ବଞ୍ଚୁଛୁ । ଧିରେ ଧିରେ ଯିହୋବା ଆମକୁ ନିଜ ବାକ୍ୟ ବିଷୟରେ ଆଗ ଅପେକ୍ଷା ଅଧିକ ଜ୍ଞାନ ଦେଉଛନ୍ତି । (ଦାନି. ୧୨:୪) କିନ୍ତୁ ବାଇବଲର ଶିକ୍ଷାଗୁଡ଼ିକ ବିଷୟରେ ଆମ ଜ୍ଞାନରେ ଯେଉଁ ପରିବର୍ତ୍ତନ ହୁଏ, ସେବିଷୟରେ ନୂଆ ତଥ୍ୟ ଜାଣିବା ହୁଏତ ଆମକୁ କଠିନ ଲାଗିବ । କିନ୍ତୁ ଆମକୁ ଏବିଷୟରେ ହୋଇଥିବା ପରିବର୍ତ୍ତନର ତଥ୍ୟ କେଉଁଠି ମିଳିବ ?

• ଯେଉଁ ବିଷୟଗୁଡ଼ିକ ଉପରେ ଆମ ଜ୍ଞାନରେ ପରିବର୍ତ୍ତନ ହୋଇଛି, ସେମଧ୍ୟରୁ କିଛି ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌ରେ ଦିଆଯାଇଛି । ଏହି ବିଷୟଗୁଡ଼ିକର ସୂଚୀ ଦେଖିବା ପାଇଁ “ୟହୋୱା କେ ସାକ୍ଷୀ” ବିଷୟ ତଳେ ଦିଆଯାଇଥିବା “ନଜରିୟା ଔର ଶିକ୍ଷାଏଁ” ଉପଶୀର୍ଷକରେ “ହାମାରି ଶିକ୍ଷାଓଁ କି ବାଢ଼ତି ସମଝ୍‌” ବିଷୟରେ ଯାʼନ୍ତୁ । କିମ୍ବା ଆପଣ ଚାହିଁଲେ ୱାଚଟାୱର ଲାଇବ୍ରେରୀ କିମ୍ବା ୱାଚଟାୱର ଅନଲାଇନ୍‌ ଲାଇବ୍ରେରୀରେ ଖୋଜନ୍ତୁ ବକ୍ସରେ “ହାମାରି ଶିକ୍ଷାଓଁ କି ବାଢ଼ତି ସମଝ୍‌” ଟାଇପ୍‌ କରିପାରିବେ (“” ଏହି ଚିହ୍ନ ମଧ୍ୟ ଟାଇପ୍‌ କରନ୍ତୁ) ।

ଏପରି କଲେ କିପରି ହୁଅନ୍ତା ଯଦି ଆପଣ ନିଜ ବ୍ୟକ୍ତିଗତ ଅଧ୍ୟୟନରେ ଏବେ ଏବେ ହୋଇଥିବା କୌଣସି ପରିବର୍ତ୍ତନ ଉପରେ ଅନୁସନ୍ଧାନ କରିବେ ? ଆପଣ ଜାଣିବା ପାଇଁ ଚେଷ୍ଟା କରିପାରିବେ ଯେ ସେହି ବିଷୟ ଉପରେ ଏବେ ଆମ ଜ୍ଞାନ କʼଣ ରହିଛି ଏବଂ ଆମ ଜ୍ଞାନରେ କାହିଁକି ପରିବର୍ତ୍ତନ କରାଗଲା ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ