ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • ll ଭାଗ ୪ ପୃଷ୍ଠା ୧୦-୧୧
  • ସେମାନେ ଶୟତାନର କଥା ଶୁଣିଲେ, ଏହାର ପରିଣାମ କʼଣ ହେଲା?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସେମାନେ ଶୟତାନର କଥା ଶୁଣିଲେ, ଏହାର ପରିଣାମ କʼଣ ହେଲା?
  • ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
  • ପ୍ରାୟ ସମାନ ଲେଖା
  • ପାରାଦୀଶରେ ଜୀବନ କିପରି ଥିଲା?
    ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
  • ଭାଗ ୪
    ଈଶ୍ୱରଙ୍କ ବାଣୀ ଶୁଣ
  • ମୃତ୍ୟୁ ପରେ ଆମର କʼଣ ହୁଏ ?
    ବାଇବଲ ଆମକୁ କʼଣ ଶିଖାଏ?
  • ପାରାଦୀଶ ବିଲୁପ୍ତ ହେଲା
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
ଆହୁରି ଦେଖନ୍ତୁ
ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
ll ଭାଗ ୪ ପୃଷ୍ଠା ୧୦-୧୧

ଭାଗ ୪

ସେମାନେ ଶୟତାନର କଥା ଶୁଣିଲେ, ଏହାର ପରିଣାମ କʼଣ ହେଲା?

ଆଦମ ଓ ହବା ଈଶ୍ୱରଙ୍କ କଥା ମାନିଲେ ନାହିଁ, ତେଣୁ ସେମାନେ ମରିଲେ। ଆଦିପୁସ୍ତକ ୩:୬, ୨୩

ହବା ମନା କରାଯାଇବା ଫଳକୁ ଖାଉଛି ଏବଂ ଆଦମକୁ ମଧ ଦେଉଛି

ହବା ଶୟତାନ କଥା ଶୁଣି ସେହି ବୃକ୍ଷର ଫଳ ଖାଇଲେ। ତାପରେ ଆଉ କିଛି ଆଦମକୁ ଦେଲେ ଏବଂ ସେ ମଧ୍ୟ ଖାଇଲେ।

ଆଦମ ଓ ହବାକୁ ସେମାନଙ୍କ ପାରାଦୀଶର ଘରୁ ବାହାର କରିଦିଆଯାଉଛି

ସେମାନେ ଯାହା କଲେ ତାହା ଭୁଲ ଥିଲା। ଏହା ଏକ ଗମ୍ଭୀର ପାପ ଥିଲା। ଯିହୋବା ସେମାନଙ୍କୁ ଏଦନ ଉଦ୍ୟାନରୁ ବାହାର କରି ଦେଲେ।

ଆଦମ ଓ ହବା ବୁ-ବୁ ହେଲେ ଏବଂ ପରେ ମରିଗଲେ

ଏହା ପରେ ସେମାନଙ୍କ ଏବଂ ତାଙ୍କ ସନ୍ତାନମାନଙ୍କ ଜୀବନ ବହୁତ କଷ୍ଟକର ଥିଲା। ସେମାନେ ବୁଢ଼ା-ବୁଢ଼ୀ ହୋଇ ମରି ଗଲେ। ମରିବା ପରେ ଆଦମ ଓ ହବା ଆତ୍ମିକ ଜଗତକୁ ଯାଇ ନ ଥିଲେ, କିନ୍ତୁ ତାଙ୍କର ଅସ୍ତିତ୍ୱ ଲୀନ ହେଲା।

ମୃତବ୍ୟକ୍ତି ମାଟିରେ ମିଶି ଯାଆନ୍ତି; ସେମାନଙ୍କର ଜୀବନ ନ ଥାଏ। ଆଦିପୁସ୍ତକ ୩:୧୯

ଭି ଭି ସଂତିର ଏବଂ ଅଲଗା ଅଲଗା ସମୟର ଲୋକମାନେ

ଆଦମ ଓ ହବାଙ୍କ ସନ୍ତାନ ହେବା ଯୋଗୁଁ ଆଜି ଆମେ ମରୁ ଅଛୁ। ମୃତବ୍ୟକ୍ତିମାନେ ଦେଖି କିମ୍ବା ଶୁଣି ପାରନ୍ତି ନାହିଁ। ସେମାନେ କିଛି କରି ପାରନ୍ତି ନାହିଁ।—ଉପଦେଶକ ୯:୫, ୧୦.

ଜଣେ ଝିଅ ମରିଯାଇଛି ଏବଂ ତାଙ୍କ ପରିବାର ଶୋକରେ ଅଛନ୍ତି

ଯିହୋବା ମଣିଷକୁ ମରିବା ପାଇଁ ସୃଷ୍ଟି କରି ନ ଥିଲେ। ସେ ଖୁବ୍‌ ଶୀଘ୍ର ମୃତବ୍ୟକ୍ତିମାନଙ୍କୁ ପୁନରୁତ୍ଥାନ କରିବେ। ଯଦି ସେମାନେ ତାହାଙ୍କ କଥା ଶୁଣନ୍ତି, ତେବେ ସେମାନେ ପୃଥିବୀରେ ଅନନ୍ତ ଜୀବନ ପାଇବେ।

  • ଆମେ କାହିଁକି ମରି ଥାଉ?—ରୋମୀୟ ୫:୧୨.

  • ମୃତ୍ୟୁ ଆଉ ରହିବ ନାହିଁ।—୧ କରିନ୍ଥୀୟ ୧୫:୨୬.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ