ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • ll ଭାଗ ୧୧ ପୃଷ୍ଠା ୨୪-୨୫
  • ଯିହୋବା ଆମ କଥା ଶୁଣନ୍ତି କି?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ଆମ କଥା ଶୁଣନ୍ତି କି?
  • ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
  • ପ୍ରାୟ ସମାନ ଲେଖା
  • ପ୍ରାର୍ଥନା ଦ୍ୱାରା ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
  • ପ୍ରାର୍ଥନା—ଏକ ବଡ଼ ସମ୍ମାନ
    ବାଇବଲ ଆମକୁ କʼଣ ଶିଖାଏ?
  • ପ୍ରାର୍ଥନା ଦ୍ୱାରା ଯିହୋବାଙ୍କ ନିକଟକୁ ଆସନ୍ତୁ
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଭାଗ ୧୧
    ଈଶ୍ୱରଙ୍କ ବାଣୀ ଶୁଣ
ଆହୁରି ଦେଖନ୍ତୁ
ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
ll ଭାଗ ୧୧ ପୃଷ୍ଠା ୨୪-୨୫

ଭାଗ ୧୧

ଯିହୋବା ଆମ କଥା ଶୁଣନ୍ତି କି?

ଯିହୋବା ଆମର ପ୍ରାର୍ଥନା ଶୁଣନ୍ତି। ୧ ପିତର ୩:୧୨

ଯିହୋବାଙ୍କ ର୍ଗୀୟ ସିଂହାସନ

ଯିହୋବା “ପ୍ରର୍ଥାନାଶ୍ରବଣକାରୀ” ଈଶ୍ୱର ଅଟନ୍ତି। (ଗୀତସଂହିତା ୬୫:୨) ତାହାଙ୍କ ଇଚ୍ଛା କି ଆମେ ତାʼଙ୍କୁ ପୂର୍ଣ୍ଣ ହୃଦୟର ସହ କଥା କହୁ।

ଜଣେ ବ୍ୟକ୍ତି ର୍ଥନା କରୁଛନ୍ତି

କେବଳ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ, ଅନ୍ୟ କାହାକୁ ନୁହେଁ।

  • ପ୍ରାର୍ଥନା କିପରି କରିବା, ତାହା ଯୀଶୁ ଶିଖାଇ ଥିଲେ।—ମାଥିଉ ୬:୯-୧୫.

  • ଯିହୋବା କାହାର ପ୍ରାର୍ଥନା ଶୁଣନ୍ତି?—ଗୀତସଂହିତା ୧୪୫:୧୮, ୧୯.

ଭିନ୍ନ ଭିନ୍ନ ବିଷୟରେ ଆମେ ପ୍ରାର୍ଥନା କରି ପାରିବା। ୧ ଯୋହନ ୫:୧୪

ଯୀଶୁ ଷ୍ଟ ଏବଂ ର୍ଗୀୟ ସରକାରର ୧,୪୪,୦୦୦ ଜଣ ଶାସକ

ସ୍ୱର୍ଗ ଓ ପୃଥିବୀରେ ଈଶ୍ୱରଙ୍କ ଇଚ୍ଛା ସଫଳ ହେବା ପାଇଁ ପ୍ରାର୍ଥନା କରନ୍ତୁ।

ଭଲକାମ କରିବା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ। ଖାଦ୍ୟ, ବସ୍ତ୍ର, ବାସଗୃହ, ରୋଜଗାର ଓ ଭଲ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପ୍ରାର୍ଥନା କରି ପାରନ୍ତି।

ଜଣେ ଷ୍ଟିୟାନ ନିଜର ଓ ନିଜ ପରିବାରର ଭରଣପୋଷଣ କରିବା ଏବଂ ଭଲ କାମ କରିବା ପାଇ ଯିହୋବାଙ୍କ ଉପରେ ନିର୍ଭର କରୁଛନ୍ତି

ଯୀଶୁଙ୍କ ନାମରେ ପ୍ରାର୍ଥନା କରିବା ଦ୍ୱାରା ଆପଣ ଦେଖାଇଥାନ୍ତି ଯେ, ଆପଣ ଯୀଶୁଙ୍କ କରିଥିବା କାମ ପ୍ରତି କୃତଜ୍ଞ।

  • ଭଲ କାମ କରୁଥିବା ଲୋକଙ୍କ ପ୍ରାର୍ଥନାକୁ ଯିହୋବା ଶୁଣନ୍ତି।—ହିତୋପଦେଶ ୧୫:୨୯.

  • କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ।—ଫିଲିପ୍‌ପୀୟ ୪:୬, ୭.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ