ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପୃଷ୍ଠା ୧୩୬-୧୩୭
  • ଭାଗ ୧୦ରେ କʼଣ ଅଛି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭାଗ ୧୦ରେ କʼଣ ଅଛି
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ସେମାନେ ମୂର୍ତ୍ତି ଆଗରେ ମୁଣ୍ଡ ନୁଆଁଇଲେ ନାହିଁ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଦାନିୟେଲ ସିଂହମାନଙ୍କ ଗର୍ତ୍ତରେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପୃଷ୍ଠା ୧୩୬-୧୩୭
ରାଜା ଅକ୍ଷଶ୍ୱେରଶ ନିଜ ରାଜଦଣ୍ଡ ରାଣୀ ଏଷ୍ଟର ଆଡ଼କୁ ବଢ଼ାଉଛନ୍ତି

ଭାଗ ୧୦ରେ କʼଣ ଅଛି

ଯିହୋବା ସାରା ପୃଥିବୀର ରାଜା ଅଟନ୍ତି । ଆଗରୁ ସବୁକିଛି ତାଙ୍କ ନିୟନ୍ତ୍ରଣରେ ଅଛି ଏବଂ ଆଗକୁ ବି ରହିବ । ଉଦାହରଣ ପାଇଁ, ସେ ଯିରିମୀୟଙ୍କୁ ଗୋଟିଏ ଗଭୀର ଗାତରୁ ରକ୍ଷା କଲେ ନ ହେଲେ ତାଙ୍କ ମୃତ୍ୟୁ ହୋଇ ଯାଇଥାʼନ୍ତା । ସେ ଶଦ୍ରକ୍‌, ମୈଶକ ଓ ଅବେଦ୍‌-ନଗୋଙ୍କୁ ଅଗ୍ନିକୁଣ୍ଡରୁ ଏବଂ ଦାନିୟେଲଙ୍କୁ ସିଂହମାନଙ୍କ କବଳରୁ ରକ୍ଷା କଲେ । ସେ ଏଷ୍ଟରଙ୍କୁ ମଧ୍ୟ ରକ୍ଷା କଲେ ଯାହାଦ୍ୱାରା ସେ ନିଜ ପୂରା ରାଷ୍ଟ୍ରକୁ ଶେଷ ହେବାରୁ ରକ୍ଷା କରିପାରିବେ । ଯିହୋବା ଦୁଷ୍ଟତାକୁ ସବୁଦିନ ରହିବା ପାଇଁ ଦେବେ ନାହିଁ । ଗୋଟିଏ ବିଶାଳ ମୂର୍ତ୍ତି ଏବଂ ଗୋଟିଏ ବିଶାଳ ଗଛ ବିଷୟରେ ଭବିଷ୍ୟତବାଣୀଗୁଡ଼ିକ ଆମକୁ ଭରସା ଦିଏ, ଯିହୋବାଙ୍କ ରାଜ୍ୟ ଖୁବ୍‌ ଶୀଘ୍ର ଦୁଷ୍ଟତାକୁ ଶେଷ କରିଦେବ ଏବଂ ପୃଥିବୀ ଉପରେ ଶାସନ କରିବ ।

ଆମେ କʼଣ ଶିଖିବା

  • ଯିହୋବାଙ୍କ ରାଜ୍ୟ ମଣିଷମାନଙ୍କ ଯେକୌଣସି ସରକାରଠୁ ଅଧିକ ଶକ୍ତିଶାଳୀ ଅଟେ

  • ଯଦିଓ ଆମେ ଯେଉଁଠି ବି ରହୁ, ଆମକୁ ଏଷ୍ଟର ଓ ଦାନିୟେଲଙ୍କ ଭଳି ସବୁବେଳେ ସଠିକ୍‌ କାମ କରିବା ଉଚିତ୍‌

  • କଠିନ ସମୟର ସାମନା କରିବା ବେଳେ ଯିହୋବାଙ୍କ ଉପରେ ଭରସା ରଖନ୍ତୁ, ଯେପରି ଯିରିମୀୟ ଏବଂ ନିହିମୀୟା ରଖିଥିଲେ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ