ଗୀତ ୩୦
ଯିହୋବା, ମୋର ଈଶ୍ୱର, ପିତା ଓ ବନ୍ଧୁ
(ଏବ୍ରୀ ୬:୧୦)
୧. ଭାରି କଷ୍ଟ, ଜୀବନ,
ଦେଖିବାକୁ ଯେ ମିଳେ ଦୁଃଖ,
କହେ ମୁଁ ପ୍ରତିଦିନ,
ବୃଥା ନୁହେଁ ପ୍ରାଣ ।
(ଘୋଷା)
ଭୁଲେ, ନାହିଁ ‘ଯିହୋବା,’
କରୁ ଯେ-ତୋର ଆମେ କାମ,
ସେ ଯେ ଏତେ ବିଶ୍ୱସ୍ତ,
ମୋ ହାତ କେବେ ଛାଡ଼େନା ।
ହଁ, ଯିହୋବା ମୋ ଦାତା,
ରକ୍ଷକ ମୋର, ତୁ ସର୍ବଦା ।
ହଁ, ଯିହୋବା ମୋ ଈଶ୍ୱର,
ବନ୍ଧୁ, ପିତା ।
୨. ଗଲା, ଯୁବା ସମୟ;
ଆସିଲା ଯେ ଏ ବୃଦ୍ଧା ଦିନ !
ତଥାପି ମୋ ବିଶ୍ୱାସ,
ଜଳୁଛି ମୋ ମନେ ।
(ଘୋଷା)
ଭୁଲେ, ନାହିଁ ‘ଯିହୋବା,’
କରୁ ଯେ-ତୋର ଆମେ କାମ,
ସେ ଯେ ଏତେ ବିଶ୍ୱସ୍ତ,
ମୋ ହାତ କେବେ ଛାଡ଼େନା ।
ହଁ, ଯିହୋବା ମୋ ଦାତା,
ରକ୍ଷକ ମୋର, ତୁ ସର୍ବଦା ।
ହଁ, ଯିହୋବା ମୋ ଈଶ୍ୱର,
ବନ୍ଧୁ, ପିତା ।
(ଗୀତ. ୭୧:୧୭, ୧୮ ମଧ୍ୟ ଦେଖନ୍ତୁ ।)