ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୬୧
  • ବଢ଼ିଚାଲ ସାକ୍ଷୀଗଣ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବଢ଼ିଚାଲ ସାକ୍ଷୀଗଣ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ରାଜ୍ୟର ବାର୍ତ୍ତା ଜାରି ରଖ !
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ମଜବୁତ୍‌ ରହିବା ଶିଖାନ୍ତୁ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଯିହୋବା ତୋ ନାମ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଅନନ୍ତ ଜୀବନର ପ୍ରତିଜ୍ଞା
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୬୧

ଗୀତ ୬୧

ବଢ଼ିଚାଲ ସାକ୍ଷୀଗଣ

(ଲୂକ ୧୬:୧୬)

  1. ୧. ଦେବା ଯେ ସାକ୍ଷ୍ୟ, ଉତ୍ସାହ ସହିତ ।

    ଯିହୋବାଙ୍କର ସୈନିକ ଯେ ପ୍ରସ୍ତୁତ,

    ଆଧ୍ୟାତ୍ମିକ ଅସ୍ତ୍ର ଉଠାଇ,

    ଶ-ୟ-ତାନ୍‌-ର, ଭାଙ୍ଗ ସବୁ ଶିକୁଳି ।

    (ଘୋଷା)

    ହାରିବା ନାହିଁ, ଆଗେ ବଢ଼ି ଚାଲିବା ।

    କହୁ ଲୋକଙ୍କୁ ପାଖେ ନୂଆ ଦୁନିଆ,

    ଏ ଧରାରେ ସର୍ବେ ଖୁସିରେ ବଞ୍ଚିବା ।

    ଆମେ ସବୁ ଆଶିଷ ପାଇବା ।

  2. ୨. ବିତାଅ ନାହିଁ, ଆରାମ ଜୀବନ ।

    ନା ଏ ସରକାରକୁ ଭରସା କର ।

    ଏହି ରାଜାଙ୍କୁ ନା ଡରିବା,

    ପ୍ରଭୁଙ୍କ ଶକ୍ତି ଦ୍ୱାରା ହିଁ ଲଢ଼ିବା ।

    (ଘୋଷା)

    ହାରିବା ନାହିଁ, ଆଗେ ବଢ଼ି ଚାଲିବା ।

    କହୁ ଲୋକଙ୍କୁ ପାଖେ ନୂଆ ଦୁନିଆ,

    ଏ ଧରାରେ ସର୍ବେ ଖୁସିରେ ବଞ୍ଚିବା ।

    ଆମେ ସବୁ ଆଶିଷ ପାଇବା ।

  3. ୩. ଯିହୋବାଙ୍କୁ, ଲୋକେ ଦିଅନ୍ତି ଦୋଷ,

    ଶ-ୟ-ତାନ୍‌ ବି କରେ ବହୁ ପରିହାସ ।

    ସତ୍ୟତା ଲୋକଙ୍କୁ କହିବା,

    ଲାଗିଥିବା କଳଙ୍କ ହଟାଇବା ।

    (ଘୋଷା)

    ହାରିବା ନାହିଁ, ଆଗେ ବଢ଼ି ଚାଲିବା ।

    କହୁ ଲୋକଙ୍କୁ ପାଖେ ନୂଆ ଦୁନିଆ,

    ଏ ଧରାରେ ସର୍ବେ ଖୁସିରେ ବଞ୍ଚିବା ।

    ଆମେ ସବୁ ଆଶିଷ ପାଇବା ।

(ଯାତ୍ରା. ୯:୧୬; ଫିଲିପ୍‌. ୧:୭; ୨ ତୀମ. ୨:୩, ୪; ଯାକୁ. ୧:୨୭ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ