ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୪୭
  • ଅନନ୍ତ ଜୀବନର ପ୍ରତିଜ୍ଞା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅନନ୍ତ ଜୀବନର ପ୍ରତିଜ୍ଞା
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ସତ୍ୟକୁ ନିଜର କର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଯିହୋବା ତୋ ନାମ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଅଗ୍ରଦୂତଙ୍କ ଜୀବନ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ମଜବୁତ୍‌ ରହିବା ଶିଖାନ୍ତୁ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୪୭

ଗୀତ ୧୪୭

ଅନନ୍ତ ଜୀବନର ପ୍ରତିଜ୍ଞା

(ଗୀତସଂହିତା ୩୭:୨୯)

  1. ୧. ଯିହୋବା କଲେ ପ୍ରତିଜ୍ଞା,

    ନଷ୍ଟ ହେବନି ଧରା ।

    ଅନନ୍ତକାଳ ବଞ୍ଚିବେ,

    ନମ୍ର ଲୋକମାନେ ।

    (ଘୋଷା)

    ମିଳିବ ଜୀବନ,

    ଆମକୁ ଅନନ୍ତ ।

    ଏହି ପ୍ରତିଜ୍ଞାରେ,

    ଅଛି ଭରସା ।

  2. ୨. ସୁସ୍ଥ ହେବ ଆମ ସ୍ୱାସ୍ଥ୍ୟ,

    ପାପରୁ ହେବା ମୁକ୍ତ ।

    ପାରଦୀଶ ହୋଇଯିବ,

    ଏ ପୃଥିବୀ ଶୀଘ୍ର ।

    (ଘୋଷା)

    ମିଳିବ ଜୀବନ,

    ଆମକୁ ଅନନ୍ତ ।

    ଏହି ପ୍ରତିଜ୍ଞାରେ,

    ଅଛି ଭରସା ।

  3. ୩. ଦେଖିବା ପ୍ରିୟଙ୍କୁ ପୁଣି,

    ଗଲେ ଯିଏ ଛାଡ଼ିକି ।

    ଦୁଃଖର ସବୁ କାରଣ,

    ପୋଛିବେ ଯିହୋବା ।

    (ଘୋଷା)

    ମିଳିବ ଜୀବନ,

    ଆମକୁ ଅନନ୍ତ ।

    ଏହି ପ୍ରତିଜ୍ଞାରେ,

    ଅଛି ଭରସା ।

(ଯିଶା. ୨୫:୮; ଲୂକ ୨୩:୪୩; ଯୋହ. ୧୧:୨୫; ପ୍ରକା. ୨୧:୪ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ